ହେଡଲାଇନସ୍:

କଳିଙ୍ଗନଗର ଭାରତ ଜ୍ଞାନ ବିଜ୍ଞାନ ସମିତିର ନଡିଆଭଙ୍ଗା ଗ୍ରା:ପରେ ସ୍ମାର୍ଟ ଫୋନ୍ ବଂଟନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଡୁବୁରୀ : (ସନାତନ ମହାନ୍ତ)  - ଦାନଗଦୀ ବ୍ଲକ୍ ଅନ୍ତର୍ଗତ ନଡିଆଭଙ୍ଗା (ମାଡା) ଗ୍ରାମ ପଂଚାୟତରେ ଟାଟା ଷ୍ଟିଲ୍ , ଟାଟା ଟ୍ରଷ୍ଟ୍ ଓ ଭାରତ ଜ୍ଞାନ ବିଜ୍ଞାନ ସମିତିର ମିଳିତ ଆନୁକୁଲ୍ୟରେ ରାଜପଥ କାର୍ଯ୍ୟକ୍ରମ ତଥ୍ୟ ସଂଗ୍ରହଲାଗି ୧୧ ଜଣ ସ୍ୱେଛାସେବୀଙ୍କୁ ସ୍ମାର୍ଟ ଫୋନ୍ ବଂଟନ କରାଯାଇଛି । ସରପଂଚ ଶ୍ରୀଯୁକ୍ତ ଅମିତ୍ ମଲ୍ଲିକ୍ ମୁଖ୍ୟ ଅତିଥି , ଜି.ଆର୍.ଏସ୍ ଦିପ୍ତିମୟୀ ଦେଓ ସମ୍ମାନୀୟ ଅତିଥିଭାବେ ଯୋଗଦେଇ ସ୍ମାର୍ଟ ଫୋନ୍ ବଂଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କ୍ଲଷ୍ଟର ସଂଯୋଜକ ସୁଧାଂଶୁ ପାଢୀ , ଜି.ପି ସଂଯୋଜକ କଳିଙ୍ଗକେଶରୀ ସିଂଦେଓ ଉପସ୍ଥିତ ଥିଲେ । ସ୍ୱସ୍ତି ଦେଓ , ମଧୁମିତା ଜେନା , ମାମିନା ସମାଡ , ଟିକିଲି ବାଳାଇ , ଅଭିଲିସ୍ପା ମଲ୍ଲିକ୍ , ସ୍ମୃତିରେଖା ଦେଓ , ଆକାଶ କୁମାର କର , ଅଶୋକ କୁମାର ଜେନା , କୁନାଲ ମଲ୍ଲିକ୍ , ସୁଜିତ୍ ମଲ୍ଲିକ୍ ଓ ସୁମନ୍ତ ମଲ୍ଲିକଙ୍କୁ ସ୍ମାର୍ଟ ଫୋନ୍ ପ୍ରଦାନ କରାଯାଇଛି । 

0
0
0
s2sdefault