ହେଡଲାଇନସ୍:

 ଡୁଙ୍ଗୁରିପାଲି ଏଫ୍.ସି.ଆଇ.ସାମ୍ନାରେ ଟ୍ରାଫିକ୍ ସମସ୍ୟା ନିୟନ୍ତ୍ରଣ କରିବ କିଏ ???

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

 ଡୁଙ୍ଗୁରିପାଲି :  ଡୁଙ୍ଗୁରିପାଲି ଏଫ୍.ସି.ଆଇ.ସାମ୍ନାରେ ଚାଉଳ ବୋଝେଇ ଟ୍ରକ୍ ଗୁଡିକର ଲମ୍ବା ଧାଡି ପ୍ରାୟତଃ ଲାଗି ରହୁଛି ! ଏଠାରେ ବହୁ ସମୟରେ  ଟ୍ରାଫିକ୍ ସମସ୍ୟା ଉତ୍କଟ ଆକାର ଧାରଣ କରୁଛି !ଏଫ୍.ସି.ଆଇ. କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ଟ୍ରକ୍ ଡ୍ରାଇଭର୍ ତାଙ୍କ ଦାୟିତ୍ବରେ ଏନ୍.ଏଚ୍. ୨୬ ଉପରେ ଗାଡି ର ଧାଡି ଲଗାଉଛନ୍ତି ! ସୁତରାଂ ଏଥିରେ ତାଙ୍କର କିଛି କରିବାର ନାହିଁ ! ତା' ହେଲେ ଏହି ଟ୍ରାଫିକ୍ ସମସ୍ୟା ନିୟନ୍ତ୍ରଣ କରିବ କିଏ ???

0
0
0
s2sdefault