- Hits: 1486
ଜୀବନ ଲଢେଇରେ ହାରିଗଲେ ଲଢୁଆ ନେତା ବୀର ସିପକା
କଳାହାଣ୍ଡି ଧର୍ମଗଡ/ ସୁସାନ୍ତ ରାଉତ: ଧର୍ମଗଡର ପୂର୍ବତନ ବିଧାୟକ ବୀର ସିପକାଙ୍କ ମଙ୍ଗଳବାର ସନ୍ଧ୍ୟାରେ ତାଙ୍କ ପୈତୃକ ଗ୍ରାମ ଗୋଲାମୁଣ୍ଡାସ୍ଥିତ ନିଜ ବାସଭବନରେ ଦେହାନ୍ତ ହୋଇଯାଇଛି। ସେ ଦୀର୍ଘ ଦିନରୁ ଅସୁସ୍ଥ ଥିଲେ। ଶ୍ରୀ ସିପକା ସରକାରୀ...












