- Hits: 674
କରୋନାରୁ ମୁକ୍ତ ହୋଇ ପ୍ଲାଜମା ଦାନ କଲେ ଯୁବକ।
ବବରଗଡ଼ : କୋରୋନା ସଂକ୍ରମଣରୁ ମୁକ୍ତ ହୋଇଥିବା ଲୋକଙ୍କୁ ବିଗତ ଦିନରେ ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ଲାଜ୍ମା ଦାନ କରିବାକୁ ନିବେଦନ କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ସଂକ୍ରମଣ ରୁ ସୁସ୍ଥ ହୋଇଥିବା ବ୍ୟକ୍ତି...








