- Hits: 1075
ଆଜି ରାତି 12ଟାରୁ ସାରା ଭାରତରେ 21 ଦିନିଆ ଲକ ଡାଉନ, ଏହା କର୍ଫ୍ୟୁ ସହ ସମାନ : ପ୍ରଧାନମନ୍ତ୍ରୀ କଲେ ଘୋଷଣା ।
ଲକ୍ଷ୍ମଣ ରେଖା ଭିତରେ ରହିଲେ ସୁରକ୍ଷିତ ରହିବା ସାମାଜିକ ଦୂରତ୍ୱ ଓ ଘରେ ରହିବା କେବଳ ଏକମାତ୍ର ବାଟ କରୋନା ମୁକାବିଲା ପାଇଁ ୧୫୦୦୦ କୋଟି ଟଙ୍କାର ପ୍ରାବଧାନ କୌଣସି ପ୍ରକାରର ଅନ୍ଧ ବିଶ୍ୱାସ ଓ ଗୁଜବରୁ ଦୁରେଇ ରୁହନ୍ତୁ ଭୁବନେଶ୍ୱର/...












