- Hits: 308
ଆନ୍ତର୍ଜାତିକ ମହିଳା ହିଂସା ନିରୋଧ ଦିବସ ପାଳିତ
ଝାରସୁଗୁଡ଼ା :(ସୁଭାଷ ସହାରେ) ଆଜି ସେହେଡ଼ା ଅନୁଷ୍ଠାନ ଦ୍ବାରା ପରିଚାଳିତ ୱାନ ଷ୍ଟପ ସେଣ୍ଟର (ସଖୀ) ପକ୍ଷରୁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ପ୍ରାଙ୍ଗଣରେ ଆନ୍ତର୍ଜାତିକ ମହିଳା ହିଂସା ନିରୋଧ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ସଚେତନତା...








