ଭୁବନେଶ୍ୱର(ଶାସକ ପ୍ରଶାସକ): କେଜ କଲଚର ମାଧ୍ୟମରେ ରାଜ୍ୟର ଜଳଭଣ୍ଡାରରେ ମାଛଚାଷର ପର୍ଯ୍ୟାପ୍ତ ସୁଯୋଗ ରହିଛିା ସଂପ୍ରତି କେଜ କଲଚରକୁ ଜଳଭଣ୍ଡାରରେ ମାଛଚାଷର ଭବିଷ୍ୟତ ବୋଲି ବିବେଚନା କରାଯାଉଛିା କେଜ କଲଚର ମାଧ୍ୟମରେ ରାଜ୍ୟରେ ଥିବା...
ଭୁବନେଶ୍ୱର(ଶାସକ ପ୍ରଶାସକ): କେଜ କଲଚର ମାଧ୍ୟମରେ ରାଜ୍ୟର ଜଳଭଣ୍ଡାରରେ ମାଛଚାଷର ପର୍ଯ୍ୟାପ୍ତ ସୁଯୋଗ ରହିଛିା ସଂପ୍ରତି କେଜ କଲଚରକୁ ଜଳଭଣ୍ଡାରରେ ମାଛଚାଷର ଭବିଷ୍ୟତ ବୋଲି ବିବେଚନା କରାଯାଉଛିା କେଜ କଲଚର ମାଧ୍ୟମରେ ରାଜ୍ୟରେ ଥିବା...
ଭୁବନେଶ୍ୱର : ବିଶିଷ୍ଟ ଶିକ୍ଷାବିତ୍ ତଥା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ସ୍ୱର୍ଗତ ବିଜୟ କୁମାର ସାହୁଙ୍କ ଶେଷକୃତ୍ୟ ଆଜି ଭୁବନେଶ୍ୱର ସତ୍ୟନଗରଠାରେ ସଂପନ୍ନ ହୋଇଯାଇଛିା ସ୍ୱର୍ଗତ ସାହୁଙ୍କ ପାର୍ଥିବ ଶରୀର ସତ୍ୟନଗର...
ବିଭାଗୀୟ କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା ଇଣ୍ଟିଗ୍ରେଟେଡ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟର ତଦାରଖ ଭୁବନେଶ୍ୱର(ଶାସକ ପ୍ରଶାସକ)- ଇଲେକଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡା ଓ ଯୁବସେବା...
ଭୁବନେଶ୍ୱର(ଶାସକ ପ୍ରଶାସକ) : ଯାଜପୁର ଜିଲ୍ଲା କୋରେଇ ବିଧାନସଭା ମଣ୍ଡଳୀ ଓ କେଉଁଝର ଜିଲ୍ଲା ଘସିପୁରା ନିର୍ବାଚନ ମଣ୍ଡଳୀର ଯେଉଁସବୁ ଅଂଚଳରେ ବୈତରଣୀ ବାମ ପାର୍ଶ୍ୱ ଏବଂ ଦକ୍ଷିଣ ପାର୍ଶ୍ୱ ନଦୀ ବନ୍ଧ ସୁଦୃଢୀକରଣକାର୍ଯ୍ୟ କରାଯାଇଛି,...
କଣ୍ଟେନର ଗାଡି ଓଲଟି ୩୦ ଗୋରୁ ସହିତ ଜଣେ ମୃତ ବରଗଡ :- ଗତକାଲି ବିଳମ୍ବିତ ରାତି ରେ ଗୋରୁ ଚୋରା ଚାଲାଣ କରୁଥିବା ଏକ କଣ୍ଟେନର ଗାଡି ବରପାଲି ଥାନା ଅନ୍ତର୍ଗତ ଟିଙ୍ଗିପାଳି ମହଦା ନିକଟରେ ଦୁର୍ଘଟଣା ହୋଇ ଓଲଟି ପଡିଥିଲା । ଏହି...