- Hits: 284
ଝାରସୁଗୁଡ଼ା ଜିଲ୍ଲାରେ କୋଭିଡ ଟୀକାକରଣ : ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୫୧୩୬ ଜଣ କୋଭିଡ ଟୀକା ପ୍ରଦାନ କରାଯାଇଛି ।
ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡ଼ା - ଆଜି ଜିଲ୍ଲାରେ ଚାରିଟି ସ୍ଥାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ , ବେଲପାହାଡ଼ ସରକାରୀ ଡାକ୍ତରଖାନା , ଲଖନପୁର ବ୍ଲକ କାର୍ଯ୍ୟାଳୟ ଏବଂ ଓଏସ୍ଏପି ୨ୟ ବାଟାଲିଅନଠାରେ ସମୁଦାୟ ୬୩୩ଜଣଙ୍କୁ କୋଭିଡ...









