- Hits: 830
ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶକୁ ମାନିଲେ, ଅନଗ୍ରସର ଶିଶୁଙ୍କ ଗହଣରେ ସମୟ କାଟିଲେ ମନ୍ତ୍ରୀ ଅଶୋକ ଓ ବିଧାୟକ ସୁଶାନ୍ତ
ଭୁବନେଶ୍ୱର, (ଗିରିଜା ଶଙ୍କର ଦାଶ) : ତାଙ୍କ ଜନ୍ମଦିନରେ ନବୀନ ନିବାସ ନଆସି ଅନାଥାଶ୍ରମ ଓ ଭିନ୍ନକ୍ଷମ ପିଲାଙ୍କ ପାଇଁ କାମ କରିବାକୁ ମୁଖ୍ୟାଂମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଥିଲେ ତାଙ୍କ ସମର୍ଥକ ଓ ଶୁଭେଛୁଙ୍କୁ | ଏପରିକି କେବଳ...