- Hits: 283
ଗଜପତି ଜିଲ୍ଲାର ମୋହନା ସି.ଏଚ୍.ସିରେ କାର୍ଯ୍ୟରତ ପ୍ରଥମ କରୋନା ଯୋଦ୍ଧା ଡାକ୍ତର.ଏମ୍. ଶିବରାମଙ୍କ ପ୍ଲାଜମା ଦାନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ବ୍ଲକ ର ସଦର ମହକୁମା ମୋହନା ଠାରେ ଥିବା ସି.ଏଚ୍.ସି ରେ କାର୍ଯ୍ୟରତ ପ୍ରଥମ କରୋନା ଯୋଦ୍ଧା ଯୁବ ଡାକ୍ତର ଏମ୍. ଶିବରାମ ତାଙ୍କର ପ୍ଲାଜମା ଦାନ କରିଥିବା ଜଣାଯାଇଛି...