୧୧ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ତିନି ଅଙ୍କରେ
ଭୁବନେଶ୍ୱର(ଶାସକ ପ୍ରଶାସକ) : ଆଜି ରାଜ୍ୟରେ କରୋନା ମାରିଛି ଲମ୍ବା ଡିଆଁ | ଭାଙ୍ଗିଛି ପୂର୍ବ ରେକର୍ଡ ଆଉ ଟପିଛି ତେତିଶ ଶହ ମାର୍କ | ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୩୦ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୩୩୭୧ ଜଣ କରୋନା ପଜିଟିଭ | ଆଜି ସମସ୍ତଙ୍କୁ ଟପି ଯାଇଛି କଟକ | ଆଜି ରାଜ୍ୟରେ ୩୩୭୧ ଆକ୍ରାନ୍ତ ଚିହ୍ନଟ ହୋଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୭୬୦୨ ପହଂଚିଛି | ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୨୦୫୩ ଜଣ କ୍ଵାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ବାହାରୁ ଚିହ୍ନଟ ହୋଇଛନ୍ତି ୧୩୧୮ ଜଣ | ଫଳରେ ରାଜ୍ୟରେ ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୭୬୩୮ ରେ ପହଂଚିଛି | ଏଯାବତ ସୁସ୍ଥ ହେଲେଣି ୫୯୪୭୦ ଜଣ | ଗତକାଲି ରାଜ୍ୟରେ ସୁସ୍ଥ ହୋଇଥିଲେ ୨୧୨୯ ଜଣ | ଆଜି ସର୍ବାଧିକ ଖୋର୍ଦ୍ଧାରେ ୫୪୭ ଚିହ୍ନଟ ଯୋଇଥିବା ବେଳେ କଟକରୁ ୩୫୭, ଗଂଜାମ ୧୯୬, ଯାଜପୁର ୧୭୩ , ନୟାଗଡ ୧୭୧, ସୁନ୍ଦରଗଡ ୧୫୪, ରାୟଗଡା ୧୪୬, ପୁରୀ ୧୪୪, ମାଲକାନଗିରି ୧୩୪, ଭଦ୍ରକ ୧୧୪ ଓ ସମ୍ବଲପୁରରୁ ୧୦୭ଜଣ ଚିହ୍ନଟ ହୋଇଛନ୍ତି |
Covid-19 Report For 25th August
New Positives Cases: 3371
In quarantine: 2053
Local contacts: 1318
New Recoveries: 2546
Cumulative Tested: 14,85,167
Positive: 87602
Recovered: 59470
Active Cases: 27638
District Wise Cases
1. Angul: 63
2. Balasore: 98
3. Bargarh: 98
4. Bhadrak: 114
5. Balangir: 76
6. Boudh: 4
7. Cuttack: 357
8. Deogarh: 8
9. Dhenkanal: 67
10. Gajapati: 41
11. Ganjam: 196
12. Jagatsinghpur: 95
13. Jajpur: 173
14. Jharsuguda: 93
15. Kalahandi: 28
16. Kandhamal: 41
17. Kendrapada: 76
18. Keonjhar: 74
19. Khurda: 547
20. Koraput: 91
21. Malkangiri: 134
22. Mayurbhanj: 92
23. Nawarangpur: 65
24. Nayagarh: 171
25. Nuapada: 15
26. Puri: 144
27. Rayagada: 146
28. Sambalpur: 107
29. Sonepur: 3
30. Sundargarh: 154