- Hits: 503
ଜାତୀୟ ରାଜପଥରେ ଦୁର୍ବୃତ୍ତଙ୍କ ଆତଙ୍କ ରାଜ୍: ଗାଡ଼ି ଅଟକାଇ ଅତର୍କିତ ଭାବେ କଲେ ପଥର ମାଡ଼, ୩ ଡ୍ରାଇଭର ଆହତ
ରେଢ଼ାଖୋଲ: ( ଅନିଲ କୁମାର ପୃଷ୍ଟି ) - ଦୁର୍ବୃତ୍ତଙ୍କ ଆତଙ୍କ ରାଜ୍। ଗାଡ଼ି ଅଟକାଇ, ଅତର୍କିତ ଭାବେ ପଥର ମାଡ଼ କରି , ଡ଼୍ରାଇଭର ମାନଙ୍କୁ ଲହୁଲୁହାଣ କରିବା ସହିତ ମାରଣାସ୍ତ୍ର ଦେଖାଇ ଲୁଟ କରିବାକୁ କରିଥିଲେ ଯୋଜନା। ସୂଚନା ମୁତାବକ,...












