- Hits: 578
ବଲାଙ୍ଗୀର ପୁଲିସର ଅପରେସନ କ୍ଲିନ୍ କ୍ରିମିନାଲ: ଅପରାଧୀଙ୍କ ସହ ଏବେ ଟାର୍ଗେଟରେ ନିଶା ବେପାରୀ ଓ ସଟ୍ଟାବଜାର
ବଲାଙ୍ଗୀର (ନିରୋଜ ମିଶ୍ର) : ବଲାଙ୍ଗୀର ପୁଲିସର ଅପରେସନ କ୍ଲିନ୍ କ୍ରିମିନାଲ । ଗୋଟିଏ ପରେ ଗୋଟିଏ ଲୁଟ, ଗୁଣ୍ଡାଗର୍ଦ୍ଦି ମାମଲାର ପର୍ଦ୍ଦାଫାସ କରିଚାଲିଛି ପୁଲିସ । ଆଉ ଏବେ ପୁଣି ଏକ ନୂଆଁ ଅପରେସନ ଆରମ୍ଭ କଲାଣି ପୁଲିସ । ଏଥର ବେଆଇନ...