ହେଡଲାଇନସ୍:

ଅଧିବେଶନ ସମୟରେ ସାଂସଦମାନଙ୍କ ସପ୍ତାହାନ୍ତ ଛୁଟି ମନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆଦିଲ୍ଲୀ : ସଂସଦର ମୌସୁମୀ ଅଧିବେଶନ ଚାଲିଥିବା ସମୟରେ ସଂସଦମାନଙ୍କ ସପ୍ତାହାନ୍ତ ଛୁଟି ମନା | ସଂସଦ ଶନିବାର ଓ ରବିବାରଦିନ ମଧ୍ୟ ଚାଲିବ ବୋଲି ଜଣାପଡିଛି | ଜୁଲାଇରେ ହେବାକୁ ଥିବା ସଂସଦର ମୌସୁମୀ ଅଧିବେଶନ ମହାମାରୀ ପାଇଁ ଘୁଂଚି ଯାଇଥିବା ଯୋଗୁ ତାହା ସେପଟେମ୍ବର ୧୪ରୁ ଅକ୍ଟୋବର ୧ ମଧ୍ୟରେ ବସିବ  ବୋଲି ଜଣାପଡିଛି | 

0
0
0
s2sdefault