“ଏକ ନିଲ୍ଲଠା ଅଲାଯୁକ ସରକାରଙ୍କ ଶାସନ ଚାଲିଛି”

ଚାନ୍ଦବାଲି ଦୁଷ୍କର୍ମ ଘଟଣାରେ ମନମୋହନ ରାଜ୍ୟବାସୀଙ୍କୁ କି ଆଶ୍ୱାସନା ଦେବେ ୧୦ ମାସ ହେଲା ଚାନ୍ଦବାଲି ଏସ୍ଡ଼ିପିଓ ପଦବୀ ଖାଲି ପଡିଛି ଭୁବନେଶ୍ୱର: ଚାନ୍ଦବାଲିରେ ଘଟିଥିବା ଲୋମହର୍ଷଣକାରୀ ଦୁଷ୍କର୍ମ ଏବଂ ହତ୍ୟା ଉପରେ କଂଗ୍ରେସ ଭବନଠାରେ ସାମ୍ବାଦିକ ସମ୍ମିଳନୀ ଆୟୋଜନ ହୋଇଥିଲା | ବରିଷ୍ଠ…

ଭକ୍ତଙ୍କ ନେତୃତ୍ୱରେ ପିସିସି ପ୍ରତିନିଧୂ ଦଳର ଚାନ୍ଦବାଲି ଗସ୍ତ ୨୭ ତାରିଖରେ

ଭୁବନେଶ୍ବର ତା. ୨୫.୧୨ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ଠାରେ ଜଣେ ନାବାଳିକା ଦିବ୍ୟାଙ୍ଗ‌ଙ୍କୁ ଦୁଷ୍କର୍ମ ଓ ହତ୍ୟା ପରି ଏକ ଅତ୍ୟନ୍ତ ଅଭାବନୀୟ ଘଟଣା ଘଟିଯାଇଛି। ରାଜ୍ୟରେ କ୍ରମବଦ୍ଧିଷ୍ଣୁ ନାରୀ ନିର୍ଯାତନାର ଏହା ଅଉ ଏକ ଉଦାହରଣ। ଉକ୍ତ ଦିବଙ୍ଗତା ନାବାଳିକାଙ୍କ ପରିବାରକୁ ସମବେଦନା ଜଣାଇବା…

କଳାହାଣ୍ଡି ଜିଲ୍ଲା ସ୍ତରୀୟ ସୁଶାସନ ଦିବସ, ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ଙ୍କ ଜୟନ୍ତୀ ପାଳିତ।

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ): କଳାହାଣ୍ଡି ଜିଲ୍ଲା ସ୍ତରୀୟ ସୁଶାସନ ଦିବସ, ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଙ୍କ 101 ତମ ଜୟନ୍ତୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭା ଗୃହରେ ଆଜି ପାଳନ କରାଯାଇଅଛି। ଅତିରିକ୍ତ ଜିଲାପାଳ…

ଡେରାବିଶ୍‌ରେ ଆରମ୍ଭ ହେଲା ଡେରାବିଶ୍ ମହୋତ୍ସବ: ସଂସ୍କୃତି ଓ ପରମ୍ପରାର ଅନନ୍ୟ ମିଳନ ।

କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ): କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ୍‌ରେ ପ୍ରତିବର୍ଷ ପରମ୍ପରା ଅନୁସାରେ ଏବର୍ଷ ମଧ୍ୟ ଆଜି ଭବ୍ୟ ଭାବେ ଆରମ୍ଭ ହୋଇଛି ଡେରାବିଶ୍ ମହୋତ୍ସବ। ଉତ୍ସବ ମାଠ ରଙ୍ଗିନ ଆଲୋକ, ସଜାସଜ୍ଜା ଓ ଲୋକସଂସ୍କୃତିର ମନୋମୋହକ ପ୍ରଦର୍ଶନୀରେ ଉତ୍ସାହ ଓ ଉଲ୍ଲାସରେ…

ଓଡ଼ଗାଁ ମେଡ଼ିକାଲକୁ ମିଳିଲା ନୂଆ ଆମ୍ବୁଲାନ୍ସ

ଓଡ଼ଗାଁ,୨୫।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗୁରୁବାର ଅପରାହ୍ନରେ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଇଥିବା ନୂତ୍ତନ ଆମ୍ବୁଲାନ୍ସକୁ ଡାକ୍ତରଖାନା ପରିସର ମଧ୍ୟରେ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ନିଲାଞ୍ଜନ ଦାସ ନଡିଆ ବାଡ଼େଇ…

ନୟାଗଡ଼ ପାଲା ଗାୟକ ମଣ୍ଡଳର ୫୧ ତମ ବାର୍ଷିକ ସମ୍ମିଳନୀ

ଓଡ଼ଗାଁ,୨୫।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ସଭାଗୃହ ଠାରେ ଶ୍ରୀ ନୀଳାଚଳ ନିଖିଳୋତ୍କଳ ପାଲା ଗାୟକ ପରିଷଦ ଓଡିଶା ଶାଖା-ଅଖଣ୍ଡ ପୁରୀ ଜିଲ୍ଲା ପ୍ରଶାଖା-ମା' ଦକ୍ଷୀଣ କାଳି ଚନ୍ଦ୍ରଶେଖର ପାଲା ଗାୟକ ମଣ୍ଡଳ ନୟାଗଡ଼ର ୫୧ ତମ ବାର୍ଷିକ ସମ୍ମିଳନୀ ସ୍ଥାନୀୟ ଓଡ଼ଗାଁ…

ସାଂସଦ ଖେଳ ମହୋତ୍ସବ ୨୦୨୫ ଉଦଯାପିତ,୭୫୦ରୁ ଉର୍ଦ୍ଧ୍ବ ଖେଳାଳିଙ୍କ ଅଂଶଗ୍ରହଣ

୩ଶହରୁ ଉର୍ଦ୍ଧ୍ବ ସଫଳ ପ୍ରତିଯୋଗୀଙ୍କୁ ପ୍ରଶଂସା ପତ୍ର ଓ ପଦକ ପ୍ରଦାନ ଓଡ଼ଗାଁ,୨୫।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ସ୍ତରୀୟ ସାଂସଦ ଖେଳ ମହୋତ୍ସବ ଗୁରୁବାର ଅପରାହ୍ନରେ ଉଦଯାପିତ ହୋଇଯାଇଛି । ୨୨ ତାରିଖ ଠାରୁ ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ଅନୁଷ୍ଠିତ…

ଅଟଳ ବିହାରୀ ବାଜପେୟୀଙ୍କ ୧୦୧ ତମ ଜୟନ୍ତୀ ପାଳନ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ବିଜେପି କାର୍ଯ୍ୟାଳୟ ପରିସରରେ ସୋରଡ଼ା ନିର୍ବାଚନ ମଣ୍ଡଳୀ ସ୍ତରୀୟ ପୂର୍ବତନ ଯଶସ୍ୱୀ ପ୍ରଧାନ ମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ସୋରଡା ବିଧାୟକ ନୀଳମଣି…

ସାଂସଦ ଖେଳ ମହୋତ୍ସବର ଉଦଯାପନୀ ସମାରୋହ ଅନୁଷ୍ଠିତ।

"ଲୁକାୟିତ ଖେଳ ପ୍ରତିଭା ମାନଙ୍କୁ ସୁଯୋଗ ସୃଷ୍ଟି କରୁଛି ସାଂସଦ ଖେଳ ମହୋତ୍ସବ।" କେନ୍ଦୁଝର,ତା୨୫/୧୨ (ଦିଲୀପ ସାହୁ)- କେନ୍ଦୁଝର ସହରସ୍ଥିତ ଅଡ଼ିଟୋରିୟମରେ ବୁଧବାର ଅନୁଷ୍ଠିତ ସାଂସଦ ଖେଳ ମହୋତ୍ସବର ଉଦଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସାଂସଦ…

ବାଲିମେଳା ନବୋଦୟ ରେ “ଆଲୁମନି ମିଟ୍”-୨୦୨୫ ଅନୁଷ୍ଠିତ

ମାଲକାନଗିରି/ସୁରେନ୍ଦ୍ର ବେମାଳ: ମାଲକାନଗିରି ଜିଲ୍ଲାର ବାଲିମେଳା ସ୍ଥିତ ପି ଏମ୍ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ-୨ ପରିସରରେ ଏହାର ଦ୍ୱିତୀୟ ଆଲୁମନି ମିଟ୍ ୨୦୨୫ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି କାର୍ଯ୍ୟକ୍ରମକୁ ଆଲୁମନି ଆସୋସିଏସନ୍ ର ପୁର୍ବତନ ସଭାପତି ରାଜକୁମାର କୁରାମୀ ସଭାପତିତ୍ୱ…