ମନ୍ତ୍ରୀମଣ୍ଡଳ ରେ ଛୋଟ ଧରଣର ଅଦଳବଦଳ, ସୁଶାନ୍ତ ଓ ପ୍ରତାପଙ୍କୁ ପୁରସ୍କାର 

0

 

 

*ମନ୍ତ୍ରୀମଣ୍ଡଳ ରେ ଛୋଟ ଧରଣର ଅଦଳବଦଳ ହୋଇଛି।

ଜଳ ସମ୍ପଦ ବିଭାଗ ମୁଖ୍ୟମନ୍ତ୍ରୀ ଛାଡି ଛନ୍ତି*।

ନିରଞ୍ଜନ ପୂଜାରୀ- ଜଳ ସମ୍ପଦ

ସୁଶାନ୍ତ ସିଂ- ଶକ୍ତି ବିଭାଗର ଅତିରିକ୍ତ ଦାୟିତ୍ୱ

ପ୍ରତାପ ଜେନା- ସୂଚନା ଓ ଲୋକ ସମ୍ପର୍କ

ପ୍ରଫୁଲ୍ଲ ମଲିକ- ପୂର୍ତ୍ତ ବିଭାଗ

Leave A Reply

Your email address will not be published.