ବ୍ୟାସନଗର ବିରଜା ନଗର ରେ ୬ଷ୍ଠ ବାର୍ଷିକ ଶ୍ରୀ ଶ୍ରୀ କାର୍ତ୍ତିକେଶ୍ଵର ପୂଜା ମହା ଆଡ଼ମ୍ବରରେ ପାଳିତ ହେଇଚି।

8

ଯାଜପୁର/ବ୍ୟାସନଗର (ବିଶ୍ବରଂଜନ ପଟ୍ଟନାୟକ ) ଯାଜପୁର ଜିଲ୍ଲା ର ବ୍ୟାସ ନଗର ପୋର ପରିଷଦ ଅନ୍ତର୍ଗତ ବିରଜା ମନ୍ଦିର କମିଟି ପାଖ କଲଣି ନିକଟରେ ୪ ଦିନ ଧରି କାର୍ତ୍ତିକ ସ୍ୱର ପୂଜା ଧୁମ୍ ଧାମରେ ପାଳନ ହେଉଛି।
ଦ୍ୱିତୀୟ ଦିନ ରେ ମହିଳା ପାଲା ପରିବେଷଣ ହେଇଥିଲା ନୟାଗଡ଼ ର ପାଲାଗାୟିକା ଶ୍ରୀମତି ସସ୍ମିତା ପଟ୍ଟନାୟକ ଓ ତାଙ୍କ ସାଥି ସୁବାଷ ଚନ୍ଦ୍ର ପରିଡ଼ା ରମେଶ ଚନ୍ଦ୍ର ପରିଡ଼ା ଶ୍ରୀମତୀ ହିରାମଣୀ ନାୟକ ନରେନ୍ଦ୍ର ବାରିକ ଓ ଧିରେନ୍ଦ୍ର କୁମାର ବାରିକଙ୍କ ଦ୍ୱାରା ପାଲା ପରିବେଷଣ କରିଥିଲେ। ତୃତୀୟ ଦିନ ମଧ୍ୟାହ୍ନ ରେ ପ୍ରାୟ ୨୫୦୦ ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ବାବା କାର୍ତ୍ତିକ ସ୍ୱର ପୂଜା ରେ ପ୍ରସାଦ ସେବନ କରିଥିଲେ। ସଂଧ୍ୟାରେ ଭଜନ ସଂଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଦୁର୍ଲଭ କଳା ପରିଷଦ ଫେରୋକ୍ରୋମ କଲନୀ ଙ୍କ ଦ୍ୱାରା ଭଜନ ପରିବେଶଣ କରାଯାଇ ଥିଲା । ବରିଷ୍ଟ ସାମ୍ବାଦିକ ଦୁଷ୍ମନ୍ତ କୁମାର ରାଉତଙ୍କ ବ୍ୟାସ କଲୋନୀ, ହିଙ୍ଗୁଳା ନଗର ବିରଜା ନଗର ବାସିନ୍ଦାଙ୍କ ସହଯୋଗରେ କରାଯାଇ ଥିଲା ୨୬ ତା ରିଖ ପ୍ରବଚ଼ନ ସହ ଭଜନ ସଂଧ୍ୟା କାର୍ଯ୍ୟକ୍ରମ କରା ଯାଇ ଥିଲା କାର୍ତ୍ତିକସ୍ୱର କମିଟିର ସଭାପତି ଭାଗ୍ୟଧର ମହାରଣା ଓ,ଦିଲ୍ଲୀପ କୁମାର ରାଉତ ,ରମାକାନ୍ତ ବେହେରା ,ଦିବ୍ୟାଶୁ ମହାନ୍ତି, (ସେ।ନୁ),ମା ବିରାଜ । କଲନିଓ ମାହିଙ୍ଗୁଲା କଲାଣି, ବ୍ୟାସ କଲାଣି,ତାଙ୍କ କମିଟି ର ଅନେକ ସଦସ୍ୟ ମାନଙ୍କ ମଧ୍ୟରୁ। ନିରଞ୍ଜନ ବିଶ୍ୱାଳ,ବିର କିଶେ। ର ସାହୁ, ସନ୍ତୋଷ ସାମଲ, ପ୍ରଶାନ୍ତ ପ୍ରଧାନ, ସୁଶାନ୍ତ ବାବୁ, ବିଜୟ ସାମଲ,ପବିତ୍ର କୁମାର ପ୍ରଧାନ,ବିଜୟ ଦାସ, ମାନସ ଦଳେଇ,ଶ୍ରୀମନ୍ତ ସାହୁ, ମହିଳା ସଦସ୍ୟ ଭାବେ ସେବତୀ ମହାରଣା, ରଶ୍ମିତା ରାଉତ , ଉର୍ମିଳା ସାହୁ( ଗେଡି) ଓ ଅନେକ କାର୍ଯ୍ୟ କର୍ତ୍ତା ମାନେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ସହିତ ପାଳନ କରିଛନ୍ତି ।

Leave A Reply

Your email address will not be published.