ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ, : ଓଡ଼ିଶା ବଜେଟ୍ରେ ମାଲକାନଗିରି ଜିଲାରେ ଆର୍ୟୁବେଦିକ୍ କଲେଜ ପ୍ରତିଷ୍ଠା – ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅର୍ଥ ବରାଦ ଘୋଷଣା କରିଥିବାରୁ ଏହାକୁ ଜିଲାବାସୀ ସ୍ବାଗତ କରିଛନ୍ତି। ମାଥୁଲିରେ ଭାଜପାର କର୍ମକର୍ତ୍ତା ତଥା ମାଥୁଲି ବ୍ଲା ବ୍ଲକ ଅଧ୍ୟକ୍ଷ ମହେଶ କୁମାର ବାକା, ଏମ୍ପି ପ୍ରତିନିଧୂ ବନମାଳି ବରାଳ, ଜିଲା ଉପସ ପସଭାପତି ଅଶୋକ ଚାର୍କି, ପାଙ୍ଗାମ ମଣ୍ଡଳ ସଭାପତି ଲକ୍ଷ୍ମଣ ବାଙ୍କିଆ, ଭିବି ରାମଜି କୋର୍ଡିନେଟର ଶ୍ରୀକାନ୍ତ ଚୌଧୁରୀ,ସମସ୍ତ ଭାଜପା କର୍ମକର୍ତ୍ତା ଓ କର୍ମୀମାନେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ଘୋଷଣାକୁ ସ୍ବାଗତ ଜଣାଇ ସମସ୍ତେ ବାଜାବଜାଇ ସହର ପରିକ୍ରମା କରିଥିଲେ। ଦୀର୍ଘ ୧୦ରୁ ଊର୍ଦ୍ଧ୍ବ ବର୍ଷ ହେବ ମାଲକାନଗିରି ସଦର ମହକୁମାରେ ବିଇଡି କଲେଜ ନିର୍ମାଣ ପାଇଁ ୧୦ କୋଟିରୁ ଊର୍ଦ୍ଧ ବ୍ୟୟରେ ହୋଇଥିଲେ ମଧ୍ଯ ଏଯାଏ କାର୍ଯ୍ୟକ୍ଷମ ନ ହେବା ଓ ଚଳିତ ବଜେଟ୍ରେ ଏଥୁପ୍ରତି ମୁଖ୍ୟମନ୍ତ୍ରୀ ଦୃଷ୍ଟି ନ ଦେବା ଓ ଜିଲାବାସୀଙ୍କୁ ଶିକ୍ଷା କ୍ଷେତ୍ରରେ ଉପେକ୍ଷା କରାଯାଇଥିବା ନାଗରିକ ସୁରକ୍ଷା ମଞ୍ଚ ବୁଦ୍ଧିଜୀବି ଓ ଏହାକୁ ନିନ୍ଦା କରିଛି।
Sign in
Sign in
Recover your password.
A password will be e-mailed to you.
Prev Post