ବିଜେପୁର ଦାମ୍ବୋଦର କଟା ସୀତାରାମ ଫୁଟ ରାଇସ ମିଲ ପ୍ରଦୁଷିତ ପାଣି ମାମଲା

1

ବିଜେପୁର ସହର ସ୍ଥିତ ଦାମୋଦର କଟା କୁ ପ୍ରବାହିତ ହୋଇଥିବା ବ୍ରଜ୍ୟ ପ୍ରଦୁଷିତ ପାଣି ଯୋଗୁ ବିଜେପୁର ବାସି ଜିଲ୍ଲାପାଳ ଙ୍କ ଫେରାଦ ପରେ ଜିଲ୍ଲାପାଳ ଙ୍କ ନିର୍ଦେଶ କ୍ରମେ ଏହାର ତଦନ୍ତ ପୃବକ ମଙ୍ଗଳବାର ଅପରାହ୍ନ ରେ ଜିଲ୍ଲାପାଳ ଏକ ଟିମ ଗଠନ କରିଥିଲେ ଏହି ପଦ୍ମପୁର ଉପଜିଲ୍ଲାପାଳ ସ୍ନେହା ଅରଗୁଳାଙ୍କ ନେତୃତ୍ୟ ରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ର ଅଧିକାରୀ ଯୋଗଣ ବିଭାଗ ର ACSO ସନ୍ତୋଷ କୁମାର ପଧାନ ଓ ବିଭାଗୀୟ ଅଧକାରୀ ଦାମୋଦର କଟା କୁ ପହଞ୍ଚି ପରିଦର୍ଶନ କରି ପାଣି ର ନମୁ୍ନା ସଂଗ୍ରହ କରିଥଲେ ଏବଂ ଉକ୍ତ ରାଇସ ମିଲ କୁ ଯାଇ ପାରିପାରିସ୍କ ସ୍ଥିତି ପରଖି ଥିବା ଜଣା ପଡିଛି ଏ ବିଷୟ ରେ ବିଭାଗୀୟ ଅଧିକାରୀ ଙ୍କୁ ପଚାରିବାରୁ ପାଣି ର ନମୁନା ତଥା ସମସ୍ତ ସ୍ଥିତି ଅନୁଦ୍ୟାନ କରିଛନ୍ତି ଓ ପରେ ରିପୋର୍ଟ ଆସିଲା ପରେ ଜଣା ପଡ଼ିବ ବୋଲି କହିଁଛନ୍ତି। କିନ୍ତୁ ବିଜେପୁର ଅଞ୍ଚଳ ବାସି ଉକ୍ତ ରାଇସ ମିଲ ଠିକ ଠାକ ଭାବେ ଚାଲୁ ଥିବା ଦେଖି କୌଣସି ଦାମୋଦର ପାଣି ର ସମସ୍ୟା ଦୂର ନହେଉ ଥିବାରୁ ଏହାକୁ ନେଇ ସନ୍ଦେହ ଘେର ରେ ଅଛନ୍ତି ?

Leave A Reply

Your email address will not be published.