ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆମ ପିଲାମାନଙ୍କର ଶରୀର ବଢ଼ୁଛି ଏବଂ ସେମାନଙ୍କ ମନ , ଭାବନା ଏବଂ ସ୍ୱପ୍ନ ମଧ୍ୟ ବଢ଼ୁଛି। ଏହାକୁ ଦୃଷ୍ଟିରେ ରଖି ବାଳ-ମୁକୁନ୍ଦ କେନ୍ଦ୍ର ତରଫରୁ ସ୍ଥାନୀୟ ଅର୍ବନ ହଷ୍ଟେଲ ପରିସରରେ ସେଠାର ଅନ୍ତେବାସୀଙ୍କ ଗହଣରେ କେନ୍ଦ୍ର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ପହଞ୍ଚି ‘ଅନୁସନ୍ଧାନ’ କାର୍ଯ୍ୟକ୍ରମକୁ ପରିଚାଳନା ସହିତ ଆଲୋଚନା କରାଯାଇ ପିଲାମାନଙ୍କୁ ମାର୍ଗଦର୍ଶନ କରିଥିଲେ।
ଯେତେବେଳେ ଆମେ ଆମ ପିଲାମାନଙ୍କର ଶାରୀରିକ ସୁସ୍ଥତାକୁ ପୋଷଣ କରିବା ପାଇଁ ସରଳ ସଚେତନ ଉପାୟ ଯେପରିକି ଭଲ ଖାଦ୍ୟ , ନିଦ୍ରା ଏବଂ ପିଲାର ଭାବପ୍ରବଣ ସ୍ଥିରତା , ବୌଦ୍ଧିକ ବିକାଶ ଏବଂ ସାମଗ୍ରିକ ଖୁସିର ମୂଳଦୁଆ ପାଇଁ ବାଳ-ମୁକୁନ୍ଦ କେନ୍ଦ୍ର ଅନୁସନ୍ଧାନ କରୁଥାଏ।
Sign in
Sign in
Recover your password.
A password will be e-mailed to you.
Next Post