ଅସ୍ତରଙ୍ଗ:
ଏକ ସମ୍ବେଦନ ଶିଳ ଘଟଣା କ୍ରମେ ରାଜ୍ୟ ସରକାର ନଭେମ୍ବର ୧ତାରିଖ ଠାରୁ ୨୦୨୬ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ସମୁଦ୍ର ରେ ମାଛ ନ ଧରିବା ଲାଗି ବନ ବିଭାଗ ଓ ମଶ୍ଚ ବିଭାଗ ର ମିଳିତ ସହଯୋଗ ରେ କଟକଣା ଜାରି କରି ଛନ୍ତି l ଏହି ସମୟ ଭିତରେ ଅଲିଭ ରିଡଲ କଇଁଚ ଙ୍କ ସଙ୍ଗମ ଵା ମେଟିଙ୍ଗ ଓ ପରେ ଅଣ୍ଡା ଦିଆ ଆରମ୍ଭ ହେବାର ସମ୍ଭାବନା ଥୁବାରୁ ଏହି କଟକଣା ଜାରି କରା ଯାଇଛି l ଅପର ପକ୍ଷରେ ଅସ୍ତରଙ୍ଗ ରେଞ୍ଜ ତରଫରୁ କଇଁଚ ଙ୍କ ମେଟିଙ୍ଗ ପରେ ଅଣ୍ଡା ଦାନ ପ୍ରକ୍ରିୟା କୁ ଆଖି ଆଗରେ ରଖି ଦାଳୁଅକଣୀ, ଯାହାନିଆ, ଗଙ୍ଗାଦେବୀ, ଓ ଦେବୀ ନାସି ଠାରେ ପଞ୍ଚ ଗୋଟି ଅଣ୍ଡା ସାରଂକ୍ଷିତ ହାଚେରୀ କରାଯାଇ ପ୍ରତି ହ୍ୟାଚେରୀ ରେ କଇଁଚ ଅଣ୍ଡା କୁ ସାଇତି ରଖିବା ପାଇଁ ୨ଜଣ ଲେଖାଏଁ ସ୍କ୍ୱାଡ଼ ବନ ବିଭାଗ ନିଯୁକ୍ତି କରିଛି ବୋଲି ଅସ୍ତରଙ୍ଗ ରେଞ୍ଜର ମୋନାଲିଶା ମହାପାତ୍ର ପ୍ରକାଶ କରି ଛନ୍ତି l
Sign in
Sign in
Recover your password.
A password will be e-mailed to you.
Next Post