ପାରଳାଖେମୁଣ୍ଡି ନଗର କଂଗ୍ରେସ ପକ୍ଷରୁ ଦୀପାବଳୀ ଉତ୍ସବ ପାଳିତ

4

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ପରିସରରେ ପବିତ୍ର ଦୀପାବଳି ଉତ୍ସବ ପାଳନ କରାଯାଉଥିଲା।
ଦୀପାବଳୀ ଦିନ ରେ କଂଗ୍ରେସ ସ୍ୱର୍ଗିୟ ନେତା ଙ୍କ ଉଦ୍ଦେଶ୍ୟରେ କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଦୀପଦାନ କରିଥିଲେ ଯାହା କି ହିନ୍ଦୁ ପାରମ୍ପରିକ ପର୍ବ ହିସାବରେ ବାଣ ଫୁଟାଇବା ମଜା ମଜଲିସ କରି ଥିଲେ। କାର୍ଯ୍ୟକ୍ରମ ରେ ସୂର୍ଯ୍ୟ ନାରାୟଣ ପାତ୍ର , ଲବ ସାହୁ , ସଗ୍ରାମ ସାହୁ , ରାଜା ପାତ୍ର , ନିରାକାର ପାଣିଗ୍ରାହୀ , ଦଣ୍ଡ ଚରଣ ପଣ୍ଡା , ଲକି ପାତ୍ର , ମୁନା ମହାରଣା , ଯୁବ କଂଗ୍ରେସ , ଛାତ୍ର କଂଗ୍ରେସ ପ୍ରମୁଖ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମ କୁ ନଗର କଂଗ୍ରେସ ସଭାପତି ବସନ୍ତ କୁମାର ପଣ୍ଡା ଙ୍କ ଦ୍ଵାରା ପରିଚାଳିତ ହୋଇଥିଲା।

Leave A Reply

Your email address will not be published.