ହତ୍ୟା ପରେ ସମାଜସେବୀ ରୋଜାଲିନର ଫୋନ ଭୂତ ଚଳାଉଛି।

0 2

 ସାଇବର ଥାନାରେ ଗୁରୁତର ଅଭିଯୋଗ କଲେ ମାଆ ରେବତୀ ସାହୁ।               

କେନ୍ଦୁଝର,ତା୨୫/୮- ଏହା ଭିତରେ ସମାଜସେବୀ ରୋଜାଲିନ ସାହୁ ହତ୍ୟାର ଅଢେଇ ବର୍ଷ ବିତି ଗଲାଣି ହେଲେ ପୋଲିସ ଚାର୍ଜସିଟ ଦେଇ ନପାରି ନିଜ ଦକ୍ଷତା ଦେଖାଇଛି। ପୋଲିସ କେବଳ ସଂଘବଦ୍ଧ ନରହତ୍ୟା ଦଫା ୩୦୨/୩୪ ଦଫା ପକାଇ ଚୁପ ଅଛି। ଝିଅର ମାଆ ରେବତୀ ସାହୁ ହାଇକୋର୍ଟରେ ରିଟ ପରେ ରିଟ କରି ପୋଲିସକୁ ପାଣି ପିଆଇ ଦେଇ ଥିବାରୁ ବାଧ୍ୟ ହୋଇ ଦୁଇ ବର୍ଷ ପରେ ହତ୍ୟା ଆରୋପୀ ବିଜେପି ନେତା ପ୍ରକାଶ ମଲ୍ଲିକର ସ୍କୋର୍ପିଓ ଗାଡ଼ି ସିଜ ହୋଇଛି ବୋଲି ଘଟଗାଁ ଥାନା ଅଧିକାରୀ ହାଇକୋର୍ଟକୁ ଲେଖି ଜଣାଇଛନ୍ତି। ଏହା ଭିତରେ ‘ମାଆକୁ ସମ୍ମାନ’ ସ୍ଲୋଗାନ ଦେଉଥିବା ବିଜେପି ହତ୍ୟା ଆରୋପୀକୁ ଦଳରେ ପଦୋନ୍ନତି ଦେଇଛି ସେ ମୁଖ୍ୟମନ୍ତ୍ରୀଙ୍କ ସହ ବାରମ୍ବାର ଫଟୋ ଉଠାଇ ପୋଲିସକୁ ପ୍ରଭାବିତ କରୁଛି ବୋଲି ରେବତୀ ସାହୁ ଅଭିଯୋଗ କରିଛନ୍ତି। ସାଧାରଣରେ ନାରୀ ହତ୍ୟା ଆରୋପୀ ମୁଖ୍ୟମନ୍ତ୍ରୀ ପାଖେପାଖେ ହେବାକୁ ନାପସନ୍ଦ କରାଯାଇଛି। ତେ

Leave A Reply

Your email address will not be published.