ଦଳିତ ଅଧିକାର ମଂଚ ଓ ଯାଜପୁର ଜିଲ୍ଲା ଅଣସଂଗଠିତ ଶ୍ରମିକ ସଙ୍ଗଠନ ସମନ୍ୱୟ କମିଟି ପକ୍ଷରୁ ସମ୍ବିଧାନ ସଚେତନତା କାର୍ଯ୍ୟକ୍ରମ  

0

ବଡଚଣା ରୁ ପ୍ରଫୁଲ୍ଲ କୁମାର ସାହୁ : ବନ୍ଦାଳର ଯୁବ ତାଲିମ୍ କେନ୍ଦ୍ର ଠାରେ ଓଡିଶା ଦଳିତ ଅଧିକାର ମଂଚ ଓ ଯାଜପୁର ଜିଲ୍ଲା ଅଣସଂଗଠିତ ଶ୍ରମିକ ସଙ୍ଗଠନ ସମନ୍ୱୟ କମିଟି ତରଫରୁ ପତାକା  ଉତ୍ତୋଳନ କରାଯାଇ ଏକ ସମ୍ବିଧାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ଦଳିତ ଅଧିକାର ମଂଚ ର ରାଜ୍ଯ ସଭାପତି ମାନସ କୁମାର ଯେନା ଉପଦେଷ୍ଟା ମଧୁସୂଦନ ଯାଦବ ସଂଯୋଜକ ପ୍ରଶାନ୍ତ ମଲିକ ଓ ଅନ୍ଯ ମାନଙ୍କ ମଧ୍ୟରେ ମଂଚ ର ଜିଲ୍ଲା ସଭାପତି ରାଜେଶ ଯେନା କଂଗ୍ରେସ ଏସି ସେଲେର ଅଧକ୍ଷ ତଥା ପୂର୍ବତନ ଏମପି ଵିଭୁପ୍ରସାଦ ତରାଇ କଂଗ୍ରେସ ଜିଲ୍ଲା ସଭାପତି ମନୋଜ ରାଉତ ସିପିଆଇଏମ୍ ସମ୍ପାଦକ  ସନ୍ତୋଷ ଦାସ ଓଡିଶା କମୁନିଷ୍ଟି ପାଟିର ମୁଖ୍ୟ  ଅଜୟ ରାଉତ ଯାଜପୁର ଜିଲ୍ଲା କମିଟି ର ଯତିନ୍ଦ୍ର ଯେନା ସାଂବାଦିକ ଅନିରୁଧ ସାମନ୍ତରାୟ ଜିଲ୍ଲା ଅଣସଂଗଠିଡ ଶ୍ରମିକ ସଂଘ ସମନୋୟନ  କମିଟି ର ଆବାହକ ରମେଶ ଜେନା, ସଂଯୋଜକ ପ୍ରଫୁଲ୍ଲ କୁମାର ସାହୁ, ରଵିନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ରହି ସଵିଂଧାନ ର ଵିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ଶେଷରେ ଅନିରୁଦ୍ଧ ସାମନ୍ତରାୟ ସ୍ବାଗତ ଭାଷଣ ଦେବା ସହ ମଂଚର ରାଜ୍ଯ ସଭାପତି ସଭା ଶେଷ କରିଥିଲେ |

Leave A Reply

Your email address will not be published.