ବେଲଗୁଣ୍ଠା- (ଶିବରାମ ଚୌଧୁରୀ )-ସ୍ଥାନୀୟ ବେଲଗୁଣ୍ଠାବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ବନ ମହୋତ୍ସବ ଅନସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ମହାବିଦ୍ୟାଳୟ।ରେ ଏନ.ଏସ୍.ଏସ୍.ଓ ଯୁବ ରେଡ଼କ୍ରସ୍ର ମିଳିତ ଉଦ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକ ଉଦ୍ଘାଟନ କରିଥିବାବେଳେ ଏନ.ଏସ.ଏସ.ପ୍ରୋଗ୍ରାମ ଅଫିସର ଶ୍ରୀମତି ପିଙ୍କି ପାତ୍ର ଓ ଯୁବ ରେଡ଼କ୍ରସ୍ କାଉସିଲର ଡ଼. ପ୍ରଫୁଲ କୁମାର ଜେନା ସଂପୂର୍ଣ୍ଣ ପରିଚାଳନା ଓ ତତ୍ତ୍ଵବଧାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଅଶୋକ କୁମାର ସ୍ଵାଇଁ,ଅଧ୍ୟାପକ ସନ୍ତୋଷ କୁମାର ପାଣିଗ୍ରାହୀ,ଅଶୋକ କୁମାର ପ୍ରଧାନ, ଅଜୟ କୁମାର ବିଶ୍ଵାଳ, ସପନ କୁମାର ପ୍ରଧାନ ସହଯୋଗ କରିଥିଲେ |ଏଥିସହିକ ଗ୍ରନ୍ଥାଗାରିକ ରଞ୍ଜିତ କୁମାରସମାଲ, କ୍ରୀଡ଼ା ଶିକ୍ଷକ ବିଶ୍ଵରଂ ଜନସ୍ଵାଇଁଙ୍କ ସମେତ ବହୁ ଛତ୍ରା ଛତ୍ରୀଙ୍କ ଉଦ୍ୟମରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ସଫଳ ହୋଇ ଥିଲା
Sign in
Sign in
Recover your password.
A password will be e-mailed to you.