ବିଜେପୁର :-ବରଗଡ ଜିଲ୍ଲାର ବିଜେପୁର ପଂଚାୟତ ସମିତି ଅନ୍ତର୍ଗତ ତାଳପଦର ଗ୍ରାମର କୀର୍ତ୍ତିଚନ୍ଦ୍ର ପଧାନ ଓ ଶୋଭଦ୍ରା ପଧାନ ଙ୍କ ନାତି ଏବଂ ଚୂଡ଼ାମଣି ପଧାନ ଓ ସୋନାଲି ପଧାନ ପୁତ୍ର ଚିନ୍ମୟ ଅନ୍ନପ୍ରାସନ ଓ ନାମକରଣ ଉତ୍ସବ ଆନନ୍ଦମାର୍ଗ ସଂସ୍ଥା ତରଫରୁ “ବାବାନାମକେବଳମ” ମନ୍ତ୍ର ଗାୟନ କରି ସକାଳ ଛଅ ଟା ରୁ ଦଶ ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଥିବା ବେଳେ, ଉକ୍ତ ଭକ୍ତି ପୂର୍ଣ୍ଣ ସଂସ୍କୃତିକ କାର୍ଯ୍ୟକ୍ରମ ରେ ଅଂଚଳ ର ସୁଦ୍ରାନନ୍ଦ ଅବଧୂତ ମାର୍ଗୀ ବଶିଷ୍ଠ ଦାଦା, ଜନାର୍ଦନ ଦାଦା ରାଜକିଶୋର ଦାଦା, ଚନ୍ଦ୍ରଶେଖର ଦାଦା, ବୁଲୁ ଦାଦା, ଦୁର୍ଲ୍ଲଭ ଦାଦା, ଯୋଗଦାନ କରିଥିବା ବେଳେ, ଅଂଚଳର ବହୁ ଆନନ୍ଦ ମାର୍ଗୀ ମା ଓ ଭାଇ ମାନେ ଯୋଗଦାନ କରିଥିବାବେଳେ, ଶେଷରେ ସମସ୍ତ ମାର୍ଗୀ ଓ ଜନସାଧାରଣ ପ୍ରସାଦ ସେବନ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post