ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସଙ୍କୁଲର ସାମୁହିକ ଆଚାର୍ଯ୍ୟ କାର୍ଯଶାଳା ଅନୁଷ୍ଠିତ।

5

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ସଙ୍କୁଳ ର ସାମୁହିକ ଆଚାର୍ଯ୍ୟ କାର୍ଯ ଶାଲା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ ଶାଲା ରେ ସଙ୍କୁଳର ୮ଟି ଶିଶୁ ବିଦ୍ୟାମନ୍ଦିର ରୁ ୧୧୦ଜଣ ଗୁରୁଜୀ ଓ ଗୁରୁମ। ଯୋଗଦେଇ ଥିଲେ। ସମରୋପ ଉତ୍ସବ ରେ ରାଷ୍ଟ୍ରୀୟ ସ୍ଵଂୟ ସେବକ ସଂଘ ର ସାମାଜିକ ସମରସତା ପ୍ରାନ୍ତ ସମତି ସଦସ୍ୟ ମାନନୀୟ ରାଧା ବଲ୍ଲଭ ଷଡ଼ଙ୍ଗୀ ଉପସ୍ଥିତ ରହି “ଯୁଗା ନୁ କୂଳ ବିଦ୍ୟାଳୟ”ବିଷୟରେ ମାର୍ଗ ଦର୍ଶନ କରି ଥିଲେ। ସଙ୍କୁଳ ସଂଯାଜକ ବିଭୂତି ଭୂଷଣ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ, ସ୍ଥାନୀୟ ଶିଶୁ ବିଦ୍ୟାମନ୍ଦିର ର ପରିଚାଳନା ସମିତି ସଭାପତି ମାନନୀୟ ଚତୁର୍ଭୁଜ ସାହୁ ଉପସ୍ଥିତ ରହି ଧନ୍ୟବାଦ୍ ଅର୍ପଣ କରିଥିଲେ,ପ୍ରାନ୍ତ ବିଦ୍ଵାତ୍ ପରିଷଦ ସଂଯୋଜକ ତଥା ଦକ୍ଷିଣ ପଶ୍ଚିମ ସମ୍ଭ୍ହାଗ ପାଳକ ମାନନୀୟ ଅଶ୍ୱିନୀ କୁମାର ନାୟକ ପୂର୍ଣ୍ଣ ସମୟ ଉପସ୍ଥିତ ରହି ବିଭିନ୍ନ ବିଷୟରେ ମାର୍ଗ ଦର୍ଶନ କରି ଥିଲେ, ଜାତୀୟ ଶିକ୍ଷାନୀତି ଆଧାରରେ ଗୁରୁଜୀ ଓ ଗୁରିମା ମାନେ ଶିକ୍ଷା ପ୍ରଦାନ କରିଥିଲେ, ତାକୁ ନେଇ ବିଦ୍ୟାଳୟ ରେ ଶିଶୁମାନଙ୍କ ପାଇଁ ପ୍ରଯୋଗ ପାଇଁ ମାର୍ଗ ଦର୍ଶନ କରା ଯାଇଛି, ସ୍ଥାନୀୟ ବିଦ୍ୟାଳୟ ର ପରିଚାଳନା ସମିତି, ଗୁରୁଜୀ ଗୁରୀମା ଓ ସେବକ ସେବିକା ସମସ୍ତ କାର୍ଯ୍ୟ କର୍ତ୍ତା ମାନଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା।

Leave A Reply

Your email address will not be published.