ଖଲ୍ଲିକୋଟ ର ଓମ୍ ଶାନ୍ତି ନଗର ରେ ଲଙ୍ଗଳେଶ୍ବର ଦଣ୍ଡନାଚ

0

(ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନା): ଆଜି ସ୍ଥାନୀୟ ଖଲ୍ଲିକୋଟ ର ଓମ୍ ଶାନ୍ତି ନଗର ରେ ଲଙ୍ଗଳେଶ୍ବର ଦଣ୍ଡନାଚ ଅନୁଷ୍ଠିତ ହୋଇଥିଲା | ଏଅଵସରରେ ଜଣାପଡିଛି ଯେ, ଛୋଟପିଲା ଙ୍କର ହାସ୍ୟରସ ଭରା ରେ ମା ଦଣ୍ଡ କାଳୀ ଙ୍କର ଆବିର୍ଭାବ ହୋଇଥିଲା। ଏହା ୨୦୧୧-୨୦୧୨ଠାରୁଚାଲିଛି । ଆଜିର ଏ କାର୍ଯ୍ୟକ୍ରମ ରେ ଓମ୍ ଶାନ୍ତି ନଗର ସ୍ଥିତ ବାସିନ୍ଦା ମାନଙ୍କ ର ପୂର୍ଣ୍ଣ ସହଯୋଗ ରେ ଆୟୋଜିତ ହୋଇଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଓମ୍ ଶାନ୍ତି ନଗର ସ୍ଥିତ ବାସିନ୍ଦା ମାନଙ୍କ ବଳିଷ୍ଠ ଏକତ୍ରିତ କୁ ପ୍ରଶଂସା ନକରି ରହି ହେବନାହିଁ ବୋଲି ଜଣାପଡିଛି।
ଉକ୍ତ ଦଣ୍ଡ ନାଚ ରେ ବିଧିବଦ୍ଧ ପୂଜା ଅର୍ଚ୍ଚନା ପରେ ପ୍ରସାଦ କୁ ଭକ୍ତିଆ ଓ ଦର୍ଶକ ମାନେ ସାଦରେ ଗ୍ରହଣ କରି ଥିଲେ।

Leave A Reply

Your email address will not be published.