ପୁରୀ/ଅନିମେଶ ପଟ୍ଟନାୟକ: ଶ୍ରୀ ଲୋକନାଥ ଦେବଙ୍କ ପୀଠ ରେ ପ୍ରଜ୍ବଳିତ ହେଲା ବୃହତ୍ ଜଗତ ମଙ୍ଗଳ ଜାଗର ଦ୍ଵୀପ । ପୂର୍ବରୁ ଏହି ବୃହତ୍ ଦ୍ଵୀପ ମାଟିରେ ପ୍ରସ୍ତୁତ କରାଯାଉଥିବା ବେଳେ ଗତବର୍ଷ ଠାରୁ ଅଷ୍ଟଧାତୁରେ ନିର୍ମିତ ହୋଇଛି।ପ୍ରାୟ ୬ଫୁଟ ଲମ୍ବ,୪ଫୁଟ ଓସାର ଏବଂ ୩ଫୁଟ ଗଭୀର ଏହି ଦ୍ଵୀପରେ ଏକାଥରେ ଦେଢ଼ କୁଇଣ୍ଟ।ଲ ଭଲ ଘିଅ ଜଳା ଯିବ।ପଙ୍କୋଦ୍ଧାର ଏକାଦଶୀ ସନ୍ଧ୍ୟାରୁ ମହାଶିବରାତ୍ରି ଜାଗର ଦିନ ଶ୍ରୀ ଲୋକନାଥଙ୍କ ମହାଦୀପ ଉଠିବା ପର୍ଯ୍ୟନ୍ତ ଏହା ପ୍ରଜ୍ବଳିତ ହେବା।୬ଇଞ୍ଚ ଚଉଡ଼ା ଏବଂ ୧୦ମିଟର ଲମ୍ବ ବଳିତା ଏହି ଦ୍ଵୀପରେ ବ୍ୟବହାର କରାଯିବ।
Sign in
Sign in
Recover your password.
A password will be e-mailed to you.