ଗାଇସିଲାଟ/ମନ ଡନସନା- ବରଗଡ ଜିଲ୍ଲା ଗାଇସିଲେଟ ନୂତନ ଥାନା ଗୃହ କନ୍ଫରେନ୍ସିଂ ମାଧ୍ୟାମରେ ରେ ଆଜି ମାନ୍ୟବର ମୁଖ୍ଯମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି। ଓଡିଶା ଡିଜି ପୋଲିସ ଅରୁଣ ଷଡଙ୍ଗୀ ସହିତ ଅନ୍ୟାନ୍ୟ ପୋଲିସ କର୍ମତାରୀ ଏହି ଉଦ୍ଘାଟନୀ ଉସବରେ ଯୋଗଦାନ କରିଥିଲେ। ରାଜ୍ୟରେ ୨୯ ଟି ଥାନା, ଫାଣ୍ଡି, ଅବକାରୀ ଅଫିସର ଉଦ୍ଘାଟନ କରିଛନ୍ତି।ଏହି ଅବସରରେ ଗାଇସିଲେଟ ଅଂଚଳ ର ବରିଷ୍ଠ ନାଗରିକ ତଥା ସତାଧିକ ଭଦ୍ର ବ୍ୟକ୍ତି ଉପସ୍ଥିତ ଥିଲେ | ବିଡ଼ିଓ ଲ କ୍ଷ୍ମଣ ମାଝୀ.ଏସ. ଡି. ପି. ଓ. ବିଭୁତି ଭୂଷଣ ଭୋଇ. ଗାଇସିଲେଟ ଥାନା ଆଇ. ଆଈ. ସି. ପ୍ରଶାନ୍ତ କୁମାର ସାମଲ ପ୍ରମୁଖ ଉପସ୍ଥିତ ଥିଲେ |
Sign in
Sign in
Recover your password.
A password will be e-mailed to you.