ନାରୀ ସଶକ୍ତିକରଣ ବାଲୁକା କଳାକୃତି

0

ନାଗାଲ୍ୟାଣ୍ଡର ଦୀମାପୁରଠରେ ଓଡିଶାର ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ମାନସ ସାହୁ ପବିତ୍ର ସାରଦୀୟ ଦୁର୍ଗାପୂଜା ଅବସରରେ ନାରୀ ସଶକ୍ତିକରଣ ସମ୍ପର୍କିତ ଥିମ୍ ଉପରେ ଏକ ବାଲୁକା କଳାକୃତି ପ୍ରଦର୍ଶନ କରୁଛନ୍ତି  ।

Leave A Reply

Your email address will not be published.