ରେଳବାଇ ଦେଇଥିଲା ଭୁଲ ତଥ୍ୟ : ମୁଖ୍ୟ ସଚିବ

0

ବାହାନାଗା ଟ୍ରେନ୍ ଦୁର୍ଘଟଣା : ସବିଶେଷ ସୂଚନା ଦେଲେ ମୁଖ୍ୟ ସଚିବ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ଓଡ଼ିଶା ଶ୍ରୀ ପ୍ରଦୀପ କୁମାର ଜେନା ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟାରେ ତ୍ରୁଟି ରହିଛି। ଗତ ସନ୍ଧ୍ୟାରେ ରେଳ କର୍ତ୍ତୃପକ୍ଷ ଦେଇଥିବା ଆକଳନକୁ ଆଧାର କରି ରାଜ୍ୟ ସରକାର ମୃତକଙ୍କ ସଂଖ୍ୟା 288 ବୋଲି କହିଥିଲେ । କିନ୍ତୁ ଜିଲ୍ଲା ପ୍ରଶାସନ ଦ୍ୱାରା ପୁଙ୍ଖାନୁପୁଙ୍ଖ ଯାଞ୍ଚ ପରେ ରାଜ୍ୟ ସରକାରଙ୍କ ମୃତ୍ୟୁ ସଂଖ୍ୟା 275 ବୋଲି ଜାଣିପାରିଛନ୍ତି । ଆଉ କଣ କହୁଛନ୍ତି ମୁଖ୍ୟ ସଚିବ , ଶୁଣନ୍ତୁ ….

Leave A Reply

Your email address will not be published.