ଦୀପାଳି ହେଲେ ଝାରସୁଗୁଡା ପାଇଁ ବିଜେଡି ପ୍ରାର୍ଥୀନୀ

0

ଦୀପାଳି  ହେଲେ ଝାରସୁଗୁଡା ପାଇଁ ବିଜେଡି ପ୍ରାର୍ଥୀନୀ | ସ୍ବର୍ଗତ ମନ୍ତ୍ରୀ ନବ ଦାସଙ୍କ କନ୍ୟା ଦୀପାଳିଙ୍କୁ ଦଳୀୟ ପ୍ରାର୍ଥୀ ଘୋଷଣା କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ | ଆସନ୍ତା ମେ ୧୦ରେ ନିର୍ବାଚନ ହେବ । ଆଜି ପ୍ରଥମ ଧଳ ଭାବେ ବିଜେଡି ପ୍ରାର୍ଥୀ ଘୋଷଣା କରିଛି । ଅନ୍ୟପକ୍ଷରେ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଖୋଜିବାରେ ଲାଗିଛନ୍ତି ।  ସେହିପରି ୧୩ ତାରିଖରେ ପଳାଫଳ ଘୋଷଣା ହେବ ।

Leave A Reply

Your email address will not be published.