ବାସୁଦେବପୁର/ ପ୍ରତାପ ପାଢ଼ୀ- ନବ ବର୍ଷ ଉପଲକ୍ଷେ କୁ ନିଆରା ଢଙ୍ଗରେ ପାଳନ କରି ଉଦାହରଣ ସାଜିଛି ବାସୁଦେବପୁର ରେ ଯୁବ ଯାଦବ ପରିଷଦ। ବାସୁଦେବପୁର ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କାର୍ଯ୍ୟ କର୍ମ ଯୁବ ଯାଦବ ପରିଷଦ ପକ୍ଷରୁ କରାଯାଇଛି। ସଭାପତି କୃଷ୍ଣ ଚନ୍ଦ୍ର ମହାକୁଡ, ସମ୍ପାଦକ ମାୟାଧର ବାରିକ୍ ଙ୍କ ନେତୃତ୍ୱ ରେ ଦୁର୍ଯ୍ୟଧନ ମହାକୁଡ, ଅଭିରାମ ବାରିକ୍, ସୁଶାନ୍ତ ମହାକୁଡ, ଭରତ ମହାକୁଡ, ଜିତେନ୍ଦ୍ର ପାତ୍ର, ସାଇ ବାଦଲ, ବିଳାସ ବାରିକ୍ ପ୍ରମୁଖ ଉପସ୍ଥିତ ରହି ଫଳ ବଣ୍ଟନ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post