୧୦୨-୧୦୮ ଚୁଲୀକୁ ଯାଉ  , ଟ୍ରଲିରେ ବୁହାହେଲେ, ରାସ୍ତାରେ ପ୍ରସବ କଲେ 

0

 

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ସେରପୁରୁ ଗ୍ରାମର  ଜନନୀ ସୁରକ୍ଷା ଯୋଜନା ଫେଲ୍‌ | ଚୁଳିକି ଯାଇଛି  102 ଓ 108 ସେବା | ଖବର ଦେଇ ଆମ୍ବୁଲାନ୍ସ ନଆସିବାରୁ ଟ୍ରଲିରେ ବୁହାହେଲେ ଗର୍ଭବତୀ | ବାଟରେ ହେଲା ପ୍ରସବ |  ଗର୍ଭବତୀଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଗଲା,| ମାଆ ଓ ଶିଶୁ ସଂକଟାପନ୍ନ ଅବସ୍ଥାରେ ଥିବା ବେଳେ ସେମାନଙ୍କ ଚିକିତ୍ସା ଚାଲିଛି |

Leave A Reply

Your email address will not be published.