ଲୋକେ ତାତିବା ଆଗରୁ ପଟ୍ଟାମୁଣ୍ଡାଇବାସୀଙ୍କ ଦାବି ମାନି ନିଅନ୍ତୁ : ନରସିଂହ

0

 

ସବଡ଼ିଭିଜନ ମାନ୍ୟତା ଦାବିରେ ପଟ୍ଟାମୁଣ୍ଡାଇବାସୀ ଆନ୍ଦୋଳନ କରିଥିବା ବେଳେ ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ସେମାନଙ୍କ ଦାବି ପ୍ରତି ଗୁରୁତ୍ୱ ସେଇ ନାହାନ୍ତି . ହେଲେ ପଟ୍ଟାମୁଣ୍ଡାଇ ବ୍ଲକ ଓ ତହସିଲ ର ଭୌଗୋଳିକ ସ୍ଥିତିକୁ ବିଚାରକୁ ନେଲେ ସେମାନଙ୍କ ଦାବି ଯଥାର୍ଥ ବୋଲି ମୋର ହୃଦବୋଧ ହେଉଛି ତେଣୁ ଲୋକମାନେ ରକ୍ତମୁଖା ବା ହିଂସ୍ର ହେବା ପୂର୍ବରୁ ତୁରନ୍ତ ସେମାନଙ୍କ ଦାବିକୁ ଗ୍ରହଣ କରି ପଟ୍ଟାମୁଣ୍ଡାଇ କୁ ସବଡ଼ିଭିଜନ ମାନ୍ୟତା ପ୍ରଦାନ କରନ୍ତୁ ବୋଲି ବିରୋଧୀ ଦଳ ନେତା ନରସିଂହ ମିଶ୍ର ଦାବି କରିଛନ୍ତି 

Leave A Reply

Your email address will not be published.