ସମ୍ବଲପୁର(ରମାକାନ୍ତ ବିଶ୍ବାଳ)- ବରେଇପାଲି ଅଂଚଳର ପିତୃମାତୃ ହରା କଲେଜ ଛାତ୍ରୀ ମନୀଷା ଥାପ୍ପାଙ୍କ ଅଧ୍ୟୟନ ପାଇଁ ବ୍ୟବସ୍ଥା କରିବା ସହିତ ସହଯୋଗର ହାତ ବଢ଼ାଇଛନ୍ତି ପୂର୍ବତନ ବିଧାୟିକା ଡା ରାସେଶ୍ୱରୀ ପାଣିଗ୍ରାହୀ I ମନୀଷା ଥାପ୍ପାଙ୍କ ପିତାଙ୍କ ନିକଟ ଅତୀତରେ ଦେହାନ୍ତ ହୋଇ ଯାଇଛି I ସ୍ବର୍ଗତ ସନ୍ତୋଷ ଥାପlଙ୍କ ଝିଅ ମନୀଷା ଥାପ୍ପାଙ୍କୁ ଥଇଥାନ ଯୋଜନାରେ ଚାକିରୀ ପ୍ରଦାନ ପାଇଁ ସରକାରୀ ସ୍ତରରେ ଉଦ୍ୟମ କରିବେ ବୋଲି ଡ.ପାଣିଗ୍ରାହୀ ପ୍ରତିଶୃତି ମଧ୍ୟ ଦେଇଛନ୍ତି I
Sign in
Sign in
Recover your password.
A password will be e-mailed to you.
Next Post