ବଲାଙ୍ଗୀର ଜିଲ୍ଲାର ନୂଆ ଜିଲ୍ଲାପାଳ ଭାବେ ଦାଇତ୍ୱ ନେଲେ ଅରିନ୍ଦମ ଡାକୁଆ ରାଜ୍ୟ By SPNEWS On Apr 27, 2018 0 Share ନିରୋଜ ମିଶ୍ର : ବଲାଙ୍ଗୀର ଜିଲ୍ଲାର ନୂଆ ଜିଲ୍ଲାପାଳ ଭାବେ ଯୋଗ ଦେଲେ ଯୁବ ଆଇଏଏସ ଅଫିସର ଅରିନ୍ଦମ ଡାକୁଆ | ଜଣେ ନିର୍ବିବାଦୀୟ ତଥା pro people ଅଫିସର ଭାବେ ଜଣାଶୁଣା ଶ୍ରୀ ଡାକୁଆ ଏହା ପୂର୍ବରୁ ନୟାଗଡ ଜିଲ୍ଲାର ଜିଲ୍ଲାପାଳ ଭାବେ ପାଖାପାଖି ଦୁଇବର୍ଷ କଲା ସଫଳତାର ସହ କାର୍ଯ୍ୟ କରିଛନ୍ତି | 0 Share FacebookTwitterGoogle+ReddItWhatsAppPinterestEmail