Browsing Category

ରାଜ୍ୟ

ଓଡ଼ିଶାରେ ଅନୁସୂଚିତ ଜାତି ଓ ଜନାଜତି ଅତ୍ୟାଚାର ନିରାକରଣ ଆଇନର ଉପଯୋଗ ଦୁର୍ବଳ କରିବାକୁ ବିଜେପି ସରକାରଙ୍କ ଷଡଯନ୍ତ୍ର

ଭୁବନେଶ୍ୱର ତା. ୭.୯- ଗତ ୧୯୮୯ ମସିହା ଠାରୁ ଆମ ଦେଶରେ ବାସ କରୁଥିବା ହଜାର ହଜାର ବର୍ଷରୁ ସାମାଜିକ ଅଧିକାରରୁ ବଞ୍ôଚତ ଥିବା ଅନୁସୂଚିତ ଜାତି ଓ ଜନଜାତି ଲୋକଙ୍କୁ ନ୍ୟାୟ ପ୍ରଦାନ ପାଇଁ ତତକାଳୀନ କଂଗ୍ରେସ ସରକାର ଅନୁସୂଚିିତ ଜାତି ଓ ଜନଜାତି ଅତ୍ୟାଚାର ନିରାକରଣ ଆଇନ ପ୍ରଣୟନ କରିଥିଲେ ।…

ୟୁରିଆ ସାର ଅଭାବକୁ କୁ ନେଇ ୩୨୬ ନମ୍ବର ଜାତୀୟ ରାଜପଥ ରେ ଆନ୍ଦୋଳନ କରି ରାଜରାସ୍ତା ବନ୍ଦ କଲେ ଚାଷୀ

ମାଲକାନଗିରି ରୁ ସୁରେନ୍ଦ୍ର ବେମାଲ : ୟୁରିଆ ସାର ଅଭାବକୁ ନେଇ ୩୨୬ ନମ୍ବର ଜାତୀୟ ରାଜପଥ ରେ ଆନ୍ଦୋଳନ କରି ରାଜରାସ୍ତା ବନ୍ଦ କଲେ ଚାଷୀ l ମାଲକାନଗିରି ଜିଲ୍ଲା କାଲିମେଲା ବ୍ଲକ ମହରାଜପଲି ପଞ୍ଚାୟତ ସମ୍ମୁଖରେ 326 ନମ୍ବର ଜାତୀୟ ରାଜପଥ ସମ୍ପୂର୍ଣ୍ଣ ବନ୍ଦ ରହିଛି l କେଉଁ ପଞ୍ଚାୟତ ରେ ସାର…

କେନ୍ଦ୍ରାପଡ଼ାରେ ଅବକାରୀ ବିଭାଗର ଚଢାଉ,୧୪୩ ଲିଟର ଦେଶୀ ଓ ବିଦେଶୀ ମଦ ଜବତ, ୬ ଜଣ ଗିରଫ ।

କେନ୍ଦ୍ରାପଡ଼ା :(ପ୍ରଫୁଲ୍ଲ କୁମାର ମଲ୍ଲ): କେନ୍ଦ୍ରାପଡା ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଆଜି ବିଶେଷ ଅଭିଯାନ ଚାଲିଥିବା ସମୟରେ ରାଜନଗର ଓ ତନ୍ତିଆପାଳ ସାମୁଦ୍ରିକ ଥାନା ଅନ୍ତର୍ଗତ ବିଭିନ୍ନ ଗାଁ ଓ ବଜାର ଅଞ୍ଚଳରେ ଚଢାଉ କରାଯାଇଛି । ଏହି ଅଭିଯାନରେ ବହୁତ ପରିମାଣର ଅବୈଧ ଭାବେ ରଖାଯାଇଥିବା…

ବିଜେପୁର ଥାନା ଅଧୀନରେ ହତ୍ୟା ଉଦ୍ୟମ ମାମଲାରେ ୩ ଅଭିଯୁକ୍ତଙ୍କୁ ୯ ବର୍ଷ କାରାଦଣ୍ଡ

ବିଜେପୁର:- ବରଗଡ଼ ଜିଲ୍ଲା ବିଜେପୁର ଥାନା ଅଧୀନରେ ୨୦୧୨ ମସିହାରେ ରେଜିଷ୍ଟର୍ ହୋଇଥିବା ହତ୍ୟା ଉଦ୍ୟମ ମାମଲାରେ ୩ ଅଭିଯୁକ୍ତଙ୍କୁ ୯ ବର୍ଷ କାରାଦଣ୍ଡ ସହିତ ୫,୦୦୦ ଟଙ୍କା ଜରିମାନାରେ ଶାସ୍ତି ଶୁଣାଇଛନ୍ତି ମାନ୍ୟବର ଅଦାଲତ।ଶୁକ୍ରବାର JMFC ସୋହେଲାଙ୍କ ଅଦାଲତରେ ଏହି ରାୟ ଘୋଷଣା ହୋଇଥିଲା।…

ବରକନ୍ୟା ଝରଣା,ଜଗୁଆଳି ଅଭାବରୁ ପଥ ଭ୍ରଷ୍ଟ ହେଉଛି ଉଦେଶ୍ୟ

ଓଡ଼ଗାଁ,୬।୯(ଶ୍ରୀକାନ୍ତ କୁମାର ମିଶ୍ର): ବରକନ୍ୟା ଝରଣା ଆଜି କେବଳ ନୟାଗଡ଼ ଜିଲ୍ଲା ନୁହେଁ, ସାରା ଓଡ଼ିଶାରେ ଏକ ଚିରସ୍ରୋତା ଝରଣା ଭାବେ ପରିଚିତ ଲାଭ କରିବା ସହିତ ପ୍ରାକୃତିକ ପରିବେଶ ପରିବେଷ୍ଟିତ ପର୍ଯ୍ୟଟନ ସ୍ଥଳିର ମାନ୍ୟତା ପାଇ ପାରିଛି । ରାଜନୈତିକ ଓ ପ୍ରଶାସନିକ ହସ୍ତକ୍ଷେପ ପରେ…

ଓଡ଼ିଶାର କଂସା ଶିଳ୍ପ ଐତିହ୍ୟ ଉପରେ ରଚିତ ଗବେଷଣାତ୍ମକ ପୁସ୍ତକ ଉପମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉନ୍ମୋଚିତ

କଂସା ଶିଳ୍ପର ସଂରକ୍ଷଣ ଓ ପ୍ରସାର ପାଇଁ ହୋଇଥିବା ଉଦ୍ୟମକୁ ପ୍ରଶଂସା କଲେ ଉପମୁଖ୍ୟମନ୍ତ୍ରୀ ୧୮ଟି ଶିଳ୍ପ ଗ୍ରାମରେ ପାଞ୍ଚ ମାସବ୍ୟାପି ବ୍ୟାପକ ଗବେଷଣା ଏବଂ ମାଷ୍ଟର କାରିଗରମାନଙ୍କୁ ନେଇ ଏହା ରଚିତ ଭବ୍ୟ ଉତ୍ସବରେ ସମ୍ମାନିତ ହେଲେ ରାଜ୍ୟର ପ୍ରମୁଖ କଂସା କାରିଗର…

ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଉତ୍ସବ ଏବଂ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାସ୍ତରୀୟ ଗୁରୁଦିବସ ଉତ୍ସବ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମ୍ବର୍ଦ୍ଧନା ସମାରୋହ ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ପୌରପରିଷଦ ଉଚ୍ଚବିଦ୍ୟାଳୟ ଠାରେ ପାଳିତ ହୋଇଯାଇଅଛି। ଏହି ସମ୍ବର୍ଦ୍ଧନା ସମାରୋହରେ ଜିଲ୍ଲା…

ପାଇକମାଳ ହାଇସ୍କୁଲ ର ୪ ଜଣ ଶିକ୍ଷକ ଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ପାଇକମାଳ :- ପଦ୍ମପୁର ଉପଖଣ୍ଡ ପାଇକମାଳ ସରକାରୀ ଉଚ୍ଚ ବିଦ୍ୟାଳୟ ର ୪ ଜଣ ଶିକ୍ଷକ ମୂଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି l ବରଗଡ଼ ଡି.ଇ.ଓ ବିଶ୍ଵନାଥ ସାହୁ,ଏ.ଡି.ଇ.ଓ ବିନୟ ପ୍ରକାଶ ସଏ,ଡା.ଏ.ଟ ଅଧ୍ୟକ୍ଷ, ବରଗଡ଼ ଏ.ଡି.ଏମ,ଡି.ଏସ.ଏସ ଧିରୋଜ୍ କୁମାର…

ପାରଳାଖେମୁଣ୍ଡି ଠାରେ ଶ୍ରୀ ଶ୍ରୀ ଜଗନ୍ନାଥ ଦାସଙ୍କ ଜୟନ୍ତ୍ଯୁତ୍ସବ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ଶ୍ରୀ ଜଗନ୍ନାଥ ଦାସଙ୍କ ଜୟନ୍ତ୍ଯୁତ୍ସବ ଅଖିଳ ଭାରତୀୟ ସାହିତ୍ଯ ପରିଷଦ ଅନ୍ତର୍ଗତ ମହେନ୍ଦ୍ର ତନୟା ସାହିତ୍ୟ ସଂସଦ, ଗଜପତି ଜିଲ୍ଲା ଶାଖାର ସଭାପତି ଶ୍ରୀମତୀ ଆଶାଲତା…

ଉଦଘାଟିତ ହେଲା ସୁନୀଲ ମେମୋରିଆଲ ଡିୟୁଜ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ; ପ୍ରଥମ ଦିନ ମ୍ୟାଚ୍ ରେ ବିଜୟ ହୋଇଛି…

ଗୁଣପୁର ରୁ ସନ୍ତୋଷ କୁମାର- ଆଜି ଗୁଣପୁର ମିନି ଷ୍ଟାଡିୟମ ଠାରେ ସକାଳ ୯:୩୦ ମିନିଟ୍ ସମୟରେ ରେ ସୁନୀଲ ମେମୋରିଆଲ ଚାରିଟେବୁଲ ଫାଉଣ୍ଡେସନ, ଭୁବନେଶ୍ବର ପକ୍ଷରୁ ଶିକ୍ଷକ ନେତା ତଥା ସାମ୍ବାଦିକ ଙ୍କ ପିତାମହ ତଥା କ୍ରୀଡ଼ା ପ୍ରେମୀ ସ୍ଵର୍ଗତ. ସୁନୀଲ କୁମାର ଦାଶ ଙ୍କ ସ୍ମୃତି ରେ ଏକ ଡ୍ୟୁଜ୍ ବଲ…