Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ନବରଙ୍ଗପୁର ଠାରେ ସାଇବର ସୁରକ୍ଷା ସମ୍ବନ୍ଧୀୟ ବିଶେଷ ସଚେତନତା ପଦଯାତ୍ରା
ନବରଙ୍ଗପୁର ତା ୨୩.୧୦.୨୦୨୫: ଅଶୋକ ସାହୁ, ଶାସକ ପ୍ରଶାସକ,ସହର ସ୍ଥିତ ସ୍ଥାନୀୟ ସଦାଶିବ ପାର୍କ ଠାରୁ ପୋଲିସ ପଡିଆ ପର୍ଯ୍ୟନ୍ତ ସାଇବର ସୁରକ୍ଷା ସମ୍ବନ୍ଧୀୟ ଏକ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା ପୋଲିସ ବିଭାଗ ଦ୍ଵାରା ଆୟୋଜିତ ଏହି ପଦଯାତ୍ରାକୁ ଜିଲ୍ଲାପାଳ ଡ଼ ମହେଶ୍ବର…
ଫିଲିପାଇନ୍ସରେ ମିସେସ୍ ୟୁନିଭର୍ସ ଗ୍ଲୋବାଲ ବିଜେତା ହେଲେ ସମ୍ ହସ୍ପିଟାଲ କ୍ୟାମ୍ପସ-୨ର ମାନସିକ ରୋଗ ବିଶେଷଜ୍ଞ
ଭୁବନେଶ୍ୱର, ଅକ୍ଟୋବର ୨୩: ନିକଟରେ ଫିଲିପାଇନ୍ସର ମାନିଲା ଠାରେ ଆୟୋଜିତ ହୋଇଥିବା ସମ୍ମାନଜନକ ମିସେସ ୟୁନିଭର୍ସ ଅଫିସିଆଲ୍ ପ୍ରତିଯୋଗିତାରେ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨, ଫୁଲନଖରାର ମାନସିକ ରୋଗ ବିଭାଗର ଆସୋସିଏଟ୍ ପ୍ରଫେସର ଡକ୍ଟର…
ଝାରସୁଗୁଡା ପୋଲିସ ପକ୍ଷ ରୁ ସାଇବର ସୁରକ୍ଷା ଅଭିଯାନ ଓଡିଶା -୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ,
ଝାରସୁଗଡା: ଝାରସୁଗଡା ବେହେରାମାଲ ସ୍ଥିତ ଏମସିଏଲ ଅଡିଟୋରିୟମ ଠାରେ ଆଜି ଝାରସୁଗୁଡା ପୋଲିସ ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ ଓଡିଶା-୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି |ଝାରସୁଗୁଡା ଏସ ପି ଗୁଣ୍ଡାଲା ରାଘବେନ୍ଦ୍ର ରେଡ୍ଡୀ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ…
ବଞ୍ଜାରୀ ଦେବୀ ମନ୍ଦିରରୁ ନୂଆପଡ଼ାରେ ପ୍ରଚାର ଅଭିଯାନ ଆରମ୍ଭ କଲା ବିଜୁ ଜନତା ଦଳ
ନୂଆପଡା, ୨୩/୧୦/୨୦୨୫: ବିଜୁ ଜନତା ଦଳ ଗୁରୁବାର ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ପ୍ରଚାର ଅଭିଯାନର ଶୁଭାରମ୍ଭ କରିଛି । ମା' ବଞ୍ଜାରୀ ଦେବୀ ମନ୍ଦିରରେ ବିଜେଡିର ବରିଷ୍ଠ ନେତାମାନେ ନୂଆପଡ଼ା ଉପନିର୍ବାଚନ ପାଇଁ ଦଳର ପ୍ରାର୍ଥୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆଙ୍କ ବିପୁଳ…
“ରାଜ୍ୟ ସରକାରଙ୍କ ଇଙ୍ଗିତରେ ମିଛ କାହାଣୀ ସୃଷ୍ଟି କରି ସେ ବିକ୍ରମ ପଣ୍ଡାଙ୍କୁ ଫସାଇବାକୁ ଅପଚେଷ୍ଟା “
ପୀତବାସ ପଣ୍ଡା ହତ୍ୟା ମାମଲାରେ ବିକ୍ରମ ପଣ୍ଡାଙ୍କ ଗିରଫ ଉପରେ ବିଜେଡିର ପ୍ରତିକ୍ରିୟା
ରାଜନୈତିକ ଉଦେ୍ଦଶ୍ୟରେ ବିକ୍ରମଙ୍କୁ ଫସାଇବା ପାଇଁ ଷଡ଼ଯନ୍ତ୍ର: ବିଜେଡି
ବିକ୍ରମଙ୍କ ବିରୋଧରେ ପୋଲିସ ପାଖରେ ତିଳେ ମାତ୍ର ପ୍ରମାଣ ନାହିଁ
ନୂଆପଡା ଉପନିର୍ବାଚନରେ ପ୍ରଭାବିତ କରିବାକୁ…
ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଶାଲୁ ଜିନ୍ଦଲଙ୍କ ଜନ୍ମଦିନ ଅବସରରେ ସେବା ଦିବସ ପାଳିତ
ଭୁବନେଶ୍ୱର, ୨୧/୧୦/୨୦୨୫:ଜିନ୍ଦଲ ଷ୍ଟିଲର ସାମାଜିକ ଶାଖା ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ, ଏହାର ଅଧ୍ୟକ୍ଷା ଏବଂ ଓପି ଜିନ୍ଦଲ ବିଶ୍ୱବିଦ୍ୟାଳୟର କୁଳପତି ତଥା ବିଶିଷ୍ଠ ସମାଜସେବୀ ଶ୍ରୀମତୀ ଶାଲୁ ଜିନ୍ଦଲଙ୍କ ଜନ୍ମଦିନକୁ ଦେଶର ବିଭିନ୍ନ ସ୍ଥାନରେ 'ସେବା ଦିବସ' ଭାବରେ ପାଳନ କରାଯାଇଛି । ଏହି…
” ପିତବାସ ପଣ୍ଡାଙ୍କ ହତ୍ୟା ପଛରେ ରାଜନୈତିକ ଓ ବ୍ୟକ୍ତିଗତ ଶତ୍ରୁତା !!!
ଗତ କୁମାର ପୁର୍ଣିମା ରାତିରେ ଘଟିଥିବା ଦୁଃଖଦ ଘଟଣା ରେ ହତ୍ୟା ର ସ୍ବୀକାର ହୋଇ ଥିଲେ ବରିଷ୍ଠ ଆଇନଜୀବୀ ତଥା ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ପିତବାସ ପଣ୍ଡା। ଦୀର୍ଘ ୧୭ ଦିନ ପରେ ଉକ୍ତ ହତ୍ୟାକାଣ୍ଡ ମାମଲା ରେ ଛନ୍ଦି ହୋଇ ଆଜି କୋର୍ଟ ଚାଲାଣ ହୋଇଛନ୍ତି ୧୨ ଜଣ ଅଭିଯୁକ୍ତ। ଏହି ଘଟଣାରେ…
ଶ୍ରୀ ରଘୁନାଥ ଜିଉଙ୍କ ଗିରି ଗୋବର୍ଦ୍ଧନ ଉତ୍ସବ ପାଳିତ
ଓଡ଼ଗାଁ,୨୨।୧୦(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ସ୍ବର୍ଣ୍ଣ କଳଶ କ୍ଷେତ୍ରରେ କ୍ଷେତ୍ରବାସୀ ପ୍ରଭୁ ଶ୍ରୀ ରଘୁନାଥ ଜିଉଙ୍କ ଗୋବର୍ଦ୍ଧନ ଉତ୍ସବ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ପରିସର ମଧ୍ୟରେ ବୁଧବାର ବିଳମ୍ବିତ ରାତିରେ ଅନୁଷ୍ଠିତ ହୋଇଯାଇଛି । ପ୍ରଭୁଙ୍କର ସନ୍ଧ୍ୟା ନୀତି ପରେ ୩ ଠାକୁରଙ୍କ…
ବାଇକ୍ ଟ୍ରାକ୍ଟର ମୁହାଁମୁହିଁ ଧକ୍କାରେ ପୁତୁରା ମୃତ ଦାଦା ଗୁରୁତର,
କ୍ଷତିପୂରଣ ଦାବିରେ ରାସ୍ତାରେ ଶବ ରଖି ଓଡ଼ଗାଁ-ବାହାଡଝୋଲା ପୂର୍ତ୍ତ ରାସ୍ତା ଅବରୋଧ,
ତହସିଲଦାରଙ୍କ ଦ୍ବାରା ରେଡକ୍ରସ ପାଣ୍ଠିରୁ ୨୦ ହଜାର ପ୍ରଦାନ ପରେ ରାସ୍ତାରୋକ ପ୍ରତ୍ୟାହୃତ,
ଓଡ଼ଗାଁ,୨୨।(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା…
ପାଣିରେ ବୁଡ଼ି ବୃଦ୍ଧାଙ୍କ ମୃତ୍ୟୁ
ଓଡ଼ଗାଁ,୨୨।(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୋରପିଠା ନିକଟ ଗୋଡିପାଟଣା ଗ୍ରାମର ସ୍ବର୍ଗତ ଆନନ୍ଦ ଚନ୍ଦ୍ର ମୁଦୁଲିଙ୍କ ସ୍ତ୍ରୀ ଛାୟା ମୁଦୁଲି (୭୫) ପାଣିରେ ବୁଡି ମୃତ୍ୟୁ ବରଣ କରିଥିବା ନେଇ ଅଭିଯୋଗ ହୋଇଛି । ବୃଦ୍ଧା ଛାୟା ମୁଦୁଲି ବୁଧବାର ଅପରାହ୍ନ ଗୋଟାଏ ବେଳେ…