Browsing Category

ରାଜ୍ୟ

ମୋବାଇଲ ଟେକ୍ନିସିଆନଙ୍କ ବେଲଗୁଣ୍ଠାରେ ଆତ୍ମହତ୍ୟା ।

ବେଲଗୁଣ୍ଠା-(ଶିବରାମ ଚୌଧୁରୀ )-ବେଲଗୁଣ୍ଠାରେ ରହି ମୋବାଇଲ ଟେକ୍ନିସିଆନ୍ ଭାବେ କାର୍ଯ୍ୟ କରୁଥିବା କେରଳର ଜଣେ ଯୁବକ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।ମୃତକ ଜଣକ ହେଲେ କେରଳ ଥିରୁଅନନ୍ତପୁରମର ଭାଜୋତୁକୋନମ୍ ଅଞ୍ଚଳର ଅହମଦ ଏସ୍ (୧୮) ।ସେ ଗତ ଏପ୍ରିଲ ମାସ ୨୮ ତାରିଖରୁ ବେଲଗୁଣ୍ଠା…

ବେଲଗୁଣ୍ଠା ମାଆ ବ୍ରାହ୍ମଣ ଦେବୀ ମନ୍ଦିର ରୁ ଚୋରୀ, ହୁଣ୍ଡି ଭାଙ୍ଗି ୨୦ହଜାରରୁ ଉର୍ଦ୍ଧ୍ବ ଟଙ୍କା ଲୁଟ : ହଣ୍ଢା ହାଣ୍ଡି…

ବେଲଗୁଣ୍ଠା-(ଶିବରାମ ଚୌଧୁରୀ )-ଚୋର ମାନେ ବର୍ତ୍ତମାନ ବିଭିନ୍ନ ମନ୍ଦିରକୁ ଟାର୍ଗେଟ କରି ତାଲା ଭାଙ୍ଗି ଚୋରୀ କରିବା ପୋଲିସ ପାଇଁ ଖୋଲା ଚ୍ୟାଲେଞ୍ଜ ସୃଷ୍ଟି କରିଥିବା ବେଳେ ବେଲଗୁଣ୍ଠାର ମାଁ ବ୍ରାହ୍ମଣ ଦେବୀ ମନ୍ଦିର ଓ ପରିସରରେ ଥିବା ଏକ ଦୋକାନରୁ ଚୋରି କରିଥିବା ଘଟଣା ବେଲଗୁଣ୍ଠା ପୋଲିସର…

ପୋଖରୀରେ ପଡ଼ି ଷଣ୍ଢ ମୃତ୍ୟୁ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଗତ କିଛି ଦିନ ହେବ ବେଲଗୁଣ୍ଠା ଅଞ୍ଚଳରେ ଛୋଟେଇ ଛୋଟେଇ ବୁଲୁଥିବା ଏକ ଶନ୍ଧ ଗତ ମଧ୍ୟରାତ୍ରରେ ବେଲଗୁଣ୍ଠା ନେଳିଆ ବନ୍ଧ ହିଡ଼ରେ ଥିବା ବାଲୁଙ୍କେଶ୍ଵର ମନ୍ଦିର ପାର୍ଶ୍ବରେ ପୋଖରୀ ଭିତରକୁ ଖସି ପଡ଼ିଥିଲା I ଗତ କିଛି ଦିନ ହେବ ଶୀତର ପ୍ରକୋପ ବଢ଼ି ଥିବାରୁ ଷଣ୍ଢ…

ଜିଲ୍ଲା ସଡକ ନିରାପତ୍ତା ବୈଠକ ଅନୁଷ୍ଠିତ ।

 କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ) ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ସଡକ ନିରାପତ୍ତା ବୈଠକ ଅନୁଷ୍ଠିତ ହୋଇଯାଇଛି | ଜିଲ୍ଲାପାଳ ରଘୁରାମ ଆର ଆୟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଦୁହୁରିଆ ଛକରେ ଜାତୀୟ ରାଜପଥ କାର୍ଯ୍ୟ ଚାଲୁଥିବାରୁ ପ୍ରବଳ ଧୂଳି ଯୋଗୁଁ ଲୋକଙ୍କୁ…

ସାଂସଦ ଖେଳ ମହୋତ୍ସବ ର ପଞ୍ଚମ ଦିବସ ର ଖେଳ ଅନୁଷ୍ଠିତ।

 ବାସୁଦେବପୁର - ବାସୁଦେବପୁର ରେ ଅନୁଷ୍ଠିତ ହେଉ ଥିବା ସାଂସଦ ଖେଳ ମହୋତ୍ସବ ର ପଞ୍ଚମ ଦିବସ ର ଖେଳ ଅନୁଷ୍ଠିତ ହୋଇ ଯାଇଛି। ଅଟଳ ବିହାରୀ ଉଚ୍ଚ ବିଦ୍ୟାଳୟ ର ଖେଳ ପଡିଆ ରେ ଆୟୋଜିତ ହେଉଥିବା ଏହି ଖେଳ ର ରେ ବାସୁଦେବପୁର ତହସିଲଦାର୍ ପ୍ରିୟବ୍ରତ ଦାସ ମୁଖ୍ୟ ଅତିଥି ଭାବେ, ସମ୍ମାନୀତ ଅତିଥି…

ରାସ ବିହାରୀ ବିଦ୍ୟାଳୟ ରେ ପୂଜ୍ୟ ପୂଜା ଉତ୍ସବ

 ବାସୁଦେବପୁର ବ୍ଲକ ର ଗୁଆଗଡ଼ିଆ ପଂଚାୟତ ରେ ଥିବା ରାସ ବିହାରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁ ପୂଜନ ଓ ପୂଜ୍ୟ ପୂଜା ଉତ୍ସବ ପୁରାତନ ଛାତ୍ର ସଂସଦ ପକ୍ଷରୁ ପାଳିତ ହୋଇଯାଇଛି | ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ବେହେରା ଙ୍କ ଅଧକ୍ଷତା ରେ ଆୟୋଜିତ ସଭାରେ ପୁରାତନ ଛାତ୍ର…

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ବାରା ଆୟୋଜିତ ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା- ୨୦୨୫, ଗୁଣପୁର ର ଆଜି…

(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଆଜି ଅନ୍ତିମ ଦିବସରେ ମଞ୍ଚରେ ଉପସ୍ଥିତ ମାନ୍ୟବର ବିଧାୟକ, ଗୁଣପୁର ଶ୍ରୀଯୁକ୍ତ ସତ୍ୟଜିତ ଗମାଙ୍କଙ୍କ କରକମଳରେ ଓ ପୁରୋହିତ ଶ୍ରୀଯୁକ୍ତ ତ୍ରିପତି ମହାନ୍ତିଙ୍କ ଦ୍ବାରା ବେଦମନ୍ତ୍ର ପଠନ ପୂର୍ବକ ପ୍ରଦୀପ ପ୍ରଜ୍ଜ୍ବଳନ କରି ମଞ୍ଚକାର୍ଯ୍ୟ ଆରମ୍ଭ…

ଅସହ୍ୟ ଜାଡ଼ରେ ଥରୁଛି ଓଡିଶାର ଡାର୍ଜିଲିଂଗ ଘୁ.ଉଦୟଗିରି, ସର୍ବନିମ୍ନ ତାପମାତ୍ରା ୩.୧ ଡିଗ୍ରୀ ରେକର୍ଡ.

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ଅସହ୍ୟ ଜାଡରେ ଥରୁଛି ଓଡ଼ିଶାର ଡାର୍ଜିଲିଙ୍ଗ ଘୁ.ଉଦୟଗିରି । ପ୍ରବଳ ଜାଡ଼ରେ ଥରୁଛି ସମଗ୍ର ଅଞ୍ଚଳ । ପ୍ରବଳ ଜାଡ଼ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ । ଆଜି ୩.୧ ଡିଗ୍ରି ରେକର୍ଡ କରିଛି ପାଣିପାଗ ବିଭାଗ । ପାରଦ ଖସିବା ସହ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି ।…

ଦିବ୍ୟାଙ୍ଗମାନଙ୍କୁ ସହଯୋଗର ହାତ ବଢାଇଲା ବେଦାନ୍ତ ଆଲୁମିନିୟମ: ହୁଇଲଚେୟାର ଏବଂ ଶ୍ରବଣ ଯନ୍ତ୍ର ପ୍ରଦାନ

ଭୁବନେଶ୍ୱର,୧୨/୧୨/୨୦୨୫ : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଓଡ଼ିଶାର ସୁନ୍ଦରଗଡ ଏବଂ ଝାରସୁଗୁଡ଼ା ଜିଲ୍ଲାରେ ଦିବ୍ୟାଙ୍ଗମାନଙ୍କୁ ହୁଇଲଚେୟାର ଓ ଶ୍ରବଣ ଯନ୍ତ୍ର ଉପକରଣ ପ୍ରଦାନ କରି ଗୋଷ୍ଠୀ ବିକାଶ ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଇଛି। ଏହି ପଦକ୍ଷେପର…

ଏଆଇସି-ସୋଆ ଫାଉଣ୍ଡେସନ୍ ପକ୍ଷରୁ କେନ୍ଦ୍ରାଂଚଳ ଓଡ଼ିଶା ଏଆଇ ସିମ୍ପୋସିୟମ୍ ୨୦୨୫ ଆୟୋଜିତ

ଭୁବନେଶ୍ୱର, ଡିସେମ୍ବର ୧୨: ଓଡ଼ିଶା ଏଆଇ ସିମ୍ପୋସିୟମ୍ -୨୦୨୫ର ଅନ୍ୟ ଏକ ପ୍ରମୁଖ କାର୍ଯ୍ୟକ୍ରମ ଓଡ଼ିଶା ଏଆଇ ହାକାଥନ୍ -୨୦୨୫ ରାଜ୍ୟର ୪ଟି ଆଂଚଳିକ ନୋଡାଲ ସେଂଟରରେ ଆୟୋଜିତ ହୋଇଯାଇଥିବା ବେଳେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ…