Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଟାଉନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଦୌଡ଼କୁଦ ପ୍ରତିଯୋଗିତା ଉଦଯାପିତ
କେନ୍ଦୁଝର,ତା୨୦/୧୨- କେନ୍ଦୁଝର ପୁରୁଣା ବଜାରସ୍ଥିତ ଟାଉନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତାର ୫୮ତମ ସଂସ୍କରଣ ଦୁଇଦିନ ଧରି ଷ୍ଟାଡିୟମ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି l ଉଦଘାଟନୀ ଉତ୍ସବରେ କେନ୍ଦୁଝର ଜିଲ୍ଲା କ୍ରୀଡା ସଂସ୍ଥାର ଯୁଗ୍ମ ସମ୍ପାଦକ…
ବାର୍ଷିକ କ୍ରୀଡା ଉତ୍ସବ କାର୍ଯ୍ୟକ୍ରମ ଉଦଯାପିତ।
( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ବ୍ରହ୍ମପୁର ଭି ଭି ଗିରି ବାଳିକା ଉଚ୍ଚ ବିଦ୍ୟାଳୟ ବାର୍ଷିକ କ୍ରୀଡା ଉତ୍ସବ ଆଜି ଉଦଯାପିତ ହୋଇଯାଇଛି। ସ୍ଥାନୀୟ ଖଲିକୋଟ ବିଶ୍ୱ ବିଦ୍ୟାଳୟ ଖେଳ ପଡିଆ ରେ ପ୍ରଧାନ ଶିକ୍ଷୟିତ୍ରୀ ଚାନ୍ଦିନୀ ପଣ୍ଡା ଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ…
ବେଲଗୁଣ୍ଠା ବ୍ଲକ ଅଧୀନ ମଙ୍ଗଳପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ସ୍ୱାମୀବିବେକାନନ୍ଦ ଶିକ୍ଷା କେନ୍ଦ୍ର ର 23ତମ ବାର୍ଷିକ…
ବେଲଗୁଣ୍ଠା. -(ଶିବରାମ ଚୌଧୁରୀ )-.ବେଲଗୁଣ୍ଠା ବ୍ଲକ ଅଧୀନ ମଙ୍ଗଳପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ସ୍ୱାମୀବିବେକାନନ୍ଦ ଶିକ୍ଷା କେନ୍ଦ୍ର ର 23 ତମ ବାର୍ଷିକ କ୍ରୀଡା ଉଛବ ଉଦଘାଟନ 49ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ବିଦ୍ୟାଧର ବିଶୋଇ ଙ୍କ କର କମଳରେ ଶୁଭ ଉଦଘାଟନ ହୋଇଥିବା ବେଳେ ଏହି ଉଛବରେ…
ପାଇକମାଳ ହାଇସ୍କୁଲ ରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ।
ପଦ୍ମପୁର:- ସରକାରୀ ଉଚ୍ଚ ବିଦ୍ୟାଳୟ ପାଇକମାଳ ରେ ବାର୍ଷିକ କ୍ରୀଡା ଉତ୍ସବ ପ୍ରଧାନ ଶିକ୍ଷକ ଦ୍ଵାଦଶ କୁମାର ପଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ପାଇକମାଳ ବ୍ଲକ ଚେୟାରମେନ ଭାବନା ସିଂ ଏବଂ ଟାଇଲ ଚନ୍ଦ୍ର ଭୋଇ ଉପସ୍ଥିତ ରହି ପୁରସ୍କାର ବିତରଣ…
ରାଇଜ ଯାକର ଗୁହାରି ଶୁଣୁଛନ୍ତି , ନିଜ ନିର୍ବାଚମଣ୍ଡଲୀର ନିରାଶ୍ରୟଙ୍କ ଦୟିନି ଶୁଭୁନି !
ଗଣମାଧ୍ୟମରେ ବାହାରିଲେ ଆଖିରେ ପଡୁନି,ବିଧାନସଭାରେ କଥା ଉଠିଲେ ବି କାନକୁ ଶୁଭୁନି !
କେନ୍ଦୁଝର: କେନ୍ଦୁଝର ଜିଲ୍ଲା, ବାଂଶପାଳ ବ୍ଳକ୍,କୋଡିପଶା ପଞ୍ଚାୟତ ର ଘୁଙ୍ଗି ଗାଁ ର ଚିତ୍ର। ଅନାଥ ପିଲା ରହୁଛନ୍ତି ପଡିଶା ଲୋକଙ୍କ ସାହାରାରେ। ବିଧାୟକ ଡଃ ଅରୁଣ କୁମାର ସାହୁ ନିକଟ ଅତୀତରେ ଶେଷ…
ତହସିଲ ଅଫିସ ପଛପଟେ ବେଆଇନ ବିସ୍ଫୋରଣ: ରାତି ସାରା ପଥର ଚୋରାଚାଲାଣ
ରାଜଗାଙ୍ଗପୁର,୧୯-୧୨-୨୫. ପଥରଖାଦାନରେ ଆଇନ ବିସ୍ପୋରଣ ଥମୁନାହିଁ। ବିସ୍ପୋରଣରେ ପାହାଡ଼ରୁ ଫାଟି ବଡ଼ ବଡ଼ ପଥର ଖଣ୍ଡ। ବାହାରୁଛି। ପାଳ ଘୋଡ଼ାଇ ସାରାରାତି ରାତି ଡମ୍ପର ଯୋଗେ ପଥର ରାଣ ହେଉଛି। ରାତିରେ ଅତି କମରେ ୫୦ ଡ ଡମ୍ପର ରାଜଗାଙ୍ଗପୁର ତହସିଲ କାର୍ଯ୍ୟାଳୟ ପଛ ପଟ ପଥର ଖାଦାନରୁ ବଡ଼…
ନିଖୋଜ ବ୍ୟକ୍ତିଙ୍କର ମୃତଦେହ ଉଦ୍ଧାର।
( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ଗଞ୍ଜାମ ଜିଲ୍ଲା ଧରାକୋଟ ଥାନ ଅନ୍ତର୍ଗତ ସୁନାଲଲି ଗ୍ରାମର ଉଦୟ ସାହୁଙ୍କର ପୁଅ ଗତ ୩ ଦିନ ହେଲା ନିଖୋଜ ଥିଲେ ଓ ପିତା ଉଦୟ ଗ୍ରାମ ବାସୀ ଙ୍କ ସହଯୋଗ ରେ ବହୁତ୍ ଖୋଜାଖୋଜି କରି ମଧ୍ୟ ପାଇନଥିଲେ। କିନ୍ତୁ ଗତକାଲି ଗାଁ ନିକଟସ୍ଥ ରୁଷିକୁଲ୍ୟା ନଦୀରେ…
ଓପିଜିସି ତରଫରୁ ସୁନାରୀ ଠାରେ ବିଶେଷଜ୍ଞ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ
ଇବ ଥର୍ମାଲ, ୧୯/୧୨/୨୦୨୫ : ଓଡିଶା ପାୱାର ଜେନେରେସନ କର୍ପୋରେସନ ଲିମିଟେଡ଼ (ଓପିଜିସି ) ତରଫରୁ ଆଜି ଝାରସୁଗୁଡା ଜିଲ୍ଲାର ଲଖନପୁର ବ୍ଳକ ଅନ୍ତର୍ଗତ ସୁନାରୀ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏକ ବିଶେଷଜ୍ଞ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି । ସୁନାରୀ ସରପଞ୍ଚ ଶ୍ରୀମତୀ ନନ୍ଦିନୀ ସାହୁ…
ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଡିସେମ୍ବର ମାସର ସାରସ୍ୱତ ଆସରରେ ୟୁ ଟ୍ୟୁବ ପତ୍ରିକା ‘ପାହାଚ’ର…
ଭୁବନେଶ୍ୱର - ତା 19.12 : ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଡିସେମ୍ବର ମାସର ସ୍ୱାରସ୍ବତ ଆସର ଲୋକସେବା ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗତ ଆସରରେ ପ୍ରଖ୍ୟାତ କବି ରାଜେନ୍ଦ୍ର କିଶୋର ପଣ୍ଡା ଓ ପରିଷଦର ପୂର୍ବତନ ସଭାପତି ସ୍ୱର୍ଗତ ସୁକାନ୍ତ ସୁବୁଦ୍ଧିଙ୍କ ସ୍ମୃତିରେ ହୋଇଥିବା…
ଆମ୍ବପୁଆ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉତ୍ସବ-୨୦୨୫ ଉଦ୍ଘାଟିତ
ବେଲଗୁଣ୍ଠା,-( ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ଆମ୍ବପୁଆ ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉତ୍ସବ-୨୦୨୫ ଉଦ୍ଘାଟିତ ହୋଇଯାଇଛି I ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରି ଲୋପାମୁଦ୍ରା ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କ୍ରୀଡ଼ା ଉତ୍ସବରେ ମୁଖ୍ୟ ଅତିଥି…