Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରୁର୍ବାନ ଯୋଜନାରେ ସୋଲାର ଲାଇଟ କାମରେ କୋଟି କୋଟି ଟଙ୍କା ହେରଫେର ଅଭିଯୋଗ,
କୋଲାବିରା ବ୍ଲକର ୬ ପଞ୍ଚାୟତରେ ନିମ୍ନମାନର କାମ ଓ ଟେଣ୍ଡର ଅନିୟମିତତା ନେଇ ତଦନ୍ତ ଦାବି
ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା କୋଲାବିରା ବ୍ଲକ ଅଧୀନ କେନ୍ଦ୍ର ସରକାରଙ୍କ ରୁର୍ବାନ ଯୋଜନାରେ ସମାସିଂହା କ୍ଲଷ୍ଟରରେ ଲଗାଯାଇଥିବା ସୋଲାର ଷ୍ଟ୍ରିଟ୍ ଲାଇଟ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଓ କୋଟି…
ବିପର୍ଯ୍ୟୟ ପରିଚାଳନା ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ
ବାଲେଶ୍ଵର, ତା- ୨୬.୦୫.୨୦୨୬: ଆଜି ପୂର୍ବାହ୍ନରେ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏବଂ ଜ଼ିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ମିଳିତ ପ୍ରୟାସରେ ଚିତ୍ତେଇ ଗ୍ରାମ ପଂଚାୟତ ଅନ୍ତର୍ଗତ ସଭା ଗୃହ ଠାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆର.ଡି.ସି, ବାହାନଗା ସହଯୋଗରେ…
ରଜାମାଳରେ ସିଆରଆରଆଇ ଜୈବ ସାର ତାଲିମ ଶିବିର କୋଲାବିରା,
ଝାରସୁଗୁଡା : ଝାରସୁଗୁଡା ଜିଲ୍ଲା କୋଲାବିରା ବ୍ଲକର ରାଜମାଲ ଗ୍ରାମରେ ସିଆରଆରଆଇ ଜୈବସାର ଉପରେ ଚାଷୀ ଉତ୍ପାଦକ କମ୍ପାନୀଗୁଡ଼ିକୁ ତାଲିମ କାର୍ଯ୍ୟକ୍ରମ ସେୱା ଅନୁଷ୍ଠାନର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଓଡିଶା ରାଜ୍ୟ ସରକାରଙ୍କ ପାଣ୍ଠିରେ "ଧାନ ଆଧାରିତ ଫସଲ…
ମାଓବାଦୀଙ୍କ ଗଚ୍ଛିତ ବିପୁଳ ସାମଗ୍ରୀ ଜବତ ।
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି, ତା ୨୬/୦୫ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବସ୍ତର ଅଞ୍ଚଳରେ ନକ୍ସଲ ବିରୋଧୀ ଅଭିଯାନରେ ସୁରକ୍ଷା ବାହିନୀକୁ କ୍ରମାଗତ ଭାବେ ସଫଳତା ମିଳିବାରେ ଲାଗିଛି । ଗତ ୧୭ ତାରିଖରୁ ସୁକମା ଜିଲ୍ଲାରେ ଚାଲିଥିବା ସର୍ଚ୍ଚ ଅପରେସନ ସମୟରେ…
ଲେଟ୍ରିନ ଟାଙ୍କିରେ ମୃତ୍ୟୁର ଫାନ୍ଦ: ସେଣ୍ଟ୍ରିଙ୍ଗ ଖୋଲିବା ବେଳେ ବାପା–ପୁଅ ସହ ୬ ଶ୍ରମିକଙ୍କ ମୃତ୍ୟୁ
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ): ଗୌଡ କର୍ଲାଖୁଣ୍ଟା ଗ୍ରାମରେ ଘଟିଥିବା ଏକ ହୃଦୟ ବିଦାରକ ଘଟଣା ସମଗ୍ର ଅଞ୍ଚଳକୁ ଶୋକାକୁଳ କରିଛି। ନବ ନିର୍ମିତ ଲେଟ୍ରିନ ଟାଙ୍କିର ସେଣ୍ଟ୍ରିଙ୍ଗ ଖୋଲିବା ବେଳେ ହଠାତ୍ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇ ବାପା–ପୁଅ ସହ ମୋଟ ୬ ଜଣ…
ସାମ୍ବାଦିକଙ୍କ ପିତୃ ବିୟୋଗ
ନୟାଗଡ଼(ବିଶ୍ୱଜିତ୍ ନାୟକ):- ନୟାଗଡ ସହରର ମୁରବୀ ସ୍ଥାନିୟ ବ୍ୟକ୍ତି ଶେଖର ରଥଙ୍କର (୯୩) ବର୍ଷ ବୟସରେ ସ୍ଥାନିୟ ନୁଆରାଜବାଟି ସ୍ଥିତ ବାସ ଭବନରେ ବାର୍ଦ୍ଧକ୍ୟ ଜନିତ ରୋଗରେ ସୋମବାର ବିଳମ୍ବିତ ରାତ୍ରରେ ପରଲୋକ ହୋଇ ଯାଇଛି|ଜଣେ ଧର୍ମ ପରାୟଣ, ଉଦାର ଚେତା ମଣିଷ ଭାବେ ସମଗ୍ର ନୟଗଡରେ ତାଙ୍କର…
ଓଡ଼ିଶାରେ ‘ହାପିନେସ୍ ଫର୍ ହର୍’ ଅଭିଯାନ
ନେକ୍ସସ୍ ସିଲେକ୍ଟ ମଲ୍ସ ସହ ହାତ ମିଳାଇଲେ ପ୍ୟାଡ ୱୁମେନ୍ ଅଫ୍ ଇଣ୍ଡିଆ
ଭୁବନେଶ୍ୱର, ୨୬.୦୫.୨୦୨୬: ବାନାନା ଫାଇବର୍ ଅବଶୋଷକ ବ୍ୟବହାର କରି ବିଶ୍ୱର ପ୍ରଥମ ପୁନଃ ବ୍ୟବହାରଯୋଗ୍ୟ ସାନିଟାରୀ ପ୍ୟାଡ୍ ନିର୍ମାଣ ପାଇଁ ବହୁଳ ଭାବରେ ଜଣାଶୁଣା “ଭାରତର ପ୍ୟାଡ୍ ୱୁମେନ୍” ଅଞ୍ଜୁ ବିଷ୍ଟ ଗତ ୨ ବର୍ଷ…
ଆର୍ସଲରମିତ୍ତଲ ନିପ୍ପନ୍ ଷ୍ଟିଲ ଇଣ୍ଡିଆ ଦ୍ଵାରା ବିଶ୍ୱର ପ୍ରଥମ ଇସ୍ପାତ କମ୍ପାନୀ ଭାବେ ଏପିଆଇ ୫ଏଲ୍ ଏକ୍ସ୧୦୦ ସମକକ୍ଷ…
• ଆମେରିକୀୟ ବ୍ୟୁରୋ ଅଫ ସିପ୍ପିଂ (ଏବିଏସ୍) ଦ୍ୱାରା ସ୍ଵୀକୃତିପ୍ରାପ୍ତ, ମଜବୁତ ପରିମାପ ସହିତ ଅଫଶୋର ଅନୁପ୍ରୟୋଗ ପାଇଁ କଠୋର ଅନ୍ତର୍ଜାତୀୟ ମାନଦଣ୍ଡର ଅନୁପାଳନ
• ଉଚ୍ଚ-ପ୍ରଦର୍ଶିତ, ଗୁରୁତ୍ୱପୂର୍ଣ୍ଣ ଇସ୍ପାତ ଅନୁପ୍ରୟୋଗରେ କମ୍ପାନୀର ବିଶ୍ୱସ୍ତରୀୟ ଉତ୍ପାଦନ କ୍ଷମତା ପ୍ରଦର୍ଶନ…
ଓଡ଼ିଶା ଡେଭେଲପର୍ସ ଫେଡେରେସନର ନୂତନ କର୍ମକର୍ତ୍ତା ନିର୍ବାଚିତ
ଭୁବନେଶ୍ଵର , ୨୫ ମଇ ୨୦୨୬ - ଓଡ଼ିଶା ଡେଭଲପର୍ସ ଫେଡେରେସନ୍ (ଓଡିଫେଡ଼) ଆନୁଷ୍ଠାନିକ ଭାବେ ନୂତନ ପରିଚାଳନା ପରିଷଦ ଘୋଷଣା କରିଛି, ଯାହା ସଂଗଠନ ପାଇଁ ନେତୃତ୍ୱର ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛି।ସଦସ୍ୟ ପ୍ରତିନିଧିମାନଙ୍କ ସକ୍ରିୟ ଅଂଶଗ୍ରହଣ ସହିତ ଏହି ନିର୍ବାଚନ ଏକ ସ୍ୱଚ୍ଛ ଏବଂ…
ଆର୍ ଏମ ସି ନବରଙ୍ଗପୁର ପ୍ରାଙ୍ଗଣ ଠାରେ ୨୦୨୫-୨୬ ବର୍ଷ ପାଇଁ ରବି ଧାନ ମଣ୍ଡିର ଶୁଭାରମ୍ଭ
ନବରଙ୍ଗପୁର ତା ୨୬.୫.୨୦୨୬: ଅଶୋକ ସାହୁ,ସ୍ଥାନୀୟ ନବରଙ୍ଗପୁର ନିୟନ୍ତ୍ରିତ ବଜାର କମିଟି ର ମାର୍କେଟ ୟାର୍ଡ ଠାରେ ୨୦୨୫-୨୬ ବର୍ଷ ପାଇଁ ରବି ଧାନ ମଣ୍ଡି ର ଶୁଭାରମ୍ବ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଗୌରୀ ଶଙ୍କର ମାଝୀ ମୁଖ୍ୟ…