Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବତାସରେ ଉଡିଗଲା ଛପର, କେହି ଶୁଣିଲେନି ଗୁହାରି ତାର
ଗାଁ ଛାଡି ବିଧବା, ଆଦିବାସୀ ମହିଳା ଟିକିଲି ପଳାଇଲା ବାପ ଘର
କେନ୍ଦୁଝର: ୨୮/୫/୨୦୨୬- ଗତ ଅପ୍ରେଲ ମାସରେ ଝଡ ବତାଶରେ ଘର ଛପର ଉଡିଗଲା । ବିଧବା ଆଦିବାସୀ ମହିଳା ସାହାଯ୍ୟ ଆଶା କରି ରହିଲା। କେହି ଶୁଣିଲେ ନାହିଁ। ନିଜ ଖର୍ଚ୍ଚରେ ମରାମତି କଲା। ପୁଣି ଏବେ ପାଞ୍ଚ ଦିନ ତଳେ ଝଡ ବତାଶରେ…
ଜିଓର ନୂଆ ଓଟିଟି ପାସ୍: ମାତ୍ର ୨୦୦ ଟଙ୍କାରେ ୧୫ ଟି ପ୍ରିମିୟମ ଓଟିଟି ଆପ, ୧୦୦୦ରୁ ଅଧିକ ଟିଭି ଚ୍ୟାନେଲ୍ ଏବଂ ୩୦ଜିବି…
- ୟୁଟ୍ୟୁବ ପ୍ରିମିୟମ, ପ୍ରାଇମ ଭିଡିଓ ଏବଂ ଜିଓହଟଷ୍ଟାର ସମେତ ସୋନି ଲିଭ, ଜି-ଫାଇଭ, ଡ଼ିସକଭରୀ ପ୍ଲସ, ତରଙ୍ଗ ପ୍ଲସ ଭଳି ୧୫ ଟି ପ୍ରିମିୟମ ଓଟିଟି ପ୍ଲାଟଫର୍ମ ଗୋଟିଏ ସୁଲଭ ପ୍ୟାକ୍ ରେ ଏକାଠି କରାଯାଇଛି
- ୨୮ ଦିନର ପ୍ୟାକ୍ ବୈଧତା ସହିତ ବ୍ୟାପକ ମନୋରଞ୍ଜନ ଏବଂ ଡାଟା ଉପଭୋଗ କରିବାର…
କିଟ୍ ଦ୍ୱାରା ବିକଶିତ ବନ୍ୟପ୍ରାଣୀ ମନିଟରିଂ ଡିଭାଇସ୍ ଡିଜାଇନକୁ ମିଳିଲା ପେଟେଣ୍ଟ
ଭୁବନେଶ୍ୱର, ୨୭ ।୫: ପ୍ରଯୁକ୍ତିବିଦ୍ୟା-ଚାଳିତ ବନ୍ୟପ୍ରାଣୀ ସଂରକ୍ଷଣ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରି, "ଇଣ୍ଟେଲିଜେଣ୍ଟ ସେନ୍ସର ଡିଭାଇସ୍ ଫର୍ ଅଟୋମେଟେଡ୍ ୱାଇଲ୍ଡଲାଇଫ୍ ମନିଟରିଂ’ ଶୀର୍ଷକ ଏକ ଅଭିନବ ଉପକରଣକୁ ଡିଜାଇନ୍ ପେଟେଣ୍ଟ ପ୍ରଦାନ କରାଯାଇଛି। ଏହା କିଟ…
ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ ଫୁଲନଖରା କ୍ୟାମ୍ପସରେ ବିଶ୍ୱ ସିଜୋଫ୍ରେନିଆ ଦିବସ ପାଳିତ
ଭୁବନେଶ୍ୱର, ୨୭/୦୫: ସିଜୋଫ୍ରେନିଆ ଏକ ଚିକିତ୍ସାସାପେକ୍ଷ ମାନସିକ ସମସ୍ୟା ଯାହାକି ଆଗୁଆ ଚିହ୍ନଟ, ଉପଯୁକ୍ତ ଚିକିତ୍ସା, ପରିବାର ଏବଂ ସମାଜର ସହଯୋଗ ଦ୍ୱାରା ଉପଯୁକ୍ତ ଭାବେ ନିୟନ୍ତ୍ରଣ କରିହେବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍…
ବେଆଇନ କ୍ଲିନିକ ବିରୋଧରେ ଖବର ସଂଗ୍ରହକୁ ଯାଇଥିବା ସାମ୍ବାଦିକଙ୍କୁ ଦୂର୍ବ୍ୟବହାର : କାଶୀପୁରରେ ସ୍ୱାସ୍ଥ୍ୟ ସେବାର…
ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା କାଶୀପୁର ଅଞ୍ଚଳରେ ସ୍ୱାସ୍ଥ୍ୟ ସେବାର ଅବ୍ୟବସ୍ଥା ଦିନକୁ ଦିନ ଗମ୍ଭୀର ରୂପ ନେଉଥିବା ବେଳେ, ସାଧାରଣ ଲୋକଙ୍କ ଜୀବନ ସହ ଖେଳୁଥିବା ବେଆଇନ କ୍ଲିନିକ ଓ ନକଲି ଡାକ୍ତରମାନଙ୍କ ଦାଦାଗିରି ବଢ଼ିବାରେ ଲାଗିଛି । ସରକାରୀ ହସ୍ପିଟାଲରେ ଡାକ୍ତର ଅଭାବ,…
ରାଉରକେଲା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ଜଣେ ଅଧ୍ୟାପକଙ୍କ ଦ୍ବାରା ଟଙ୍କା ଆତ୍ମସାତ ଘଟଣାର ଭିଜିଲାନ୍ସ ତଦନ୍ତ…
ଅଧ୍ଯକ୍ଷା ଉଚ୍ଚଶିକ୍ଷା ବିଭାଗକୁ ରିପୋର୍ଟ ଦେଲେ, ଥାନାରେ ଏତଲା ଦେବାକୁ କୁଣ୍ଠା କାହିଁକି ?
ରାଉରକେଲା,(ବସନ୍ତ କୁମାର ଜେନା) : ପାନପୋଷ ଠାରେ ଥିବା ରାଉରକେଲା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ତହବିଲରୁ ୩୭ ଲକ୍ଷ ଟଙ୍କା ଆତ୍ମସାତ୍ ଘଟଣା ଘଟିବା ପରେ, ସରକାରୀ ସ୍ବୟଂଶାସିତ…
ବିବିଏମ୍ସିଏଚ୍ ପରିଦର୍ଶନ କଲେ ନରସିଂହ, ଦେଲେ ପରାମର୍ଶ ସହ ଚେତାବନୀ
ବିନା ପାରା ମେଡିକାଲ ଷ୍ଟାଫ୍ ରେ ମେଡିକାଲ କଲେଜ ଚାଲିବ କେମିତି ?
ସିଟି ସ୍କେନ, ଏମ୍ଆରଆଇ ମେସିନ ବିନା ମେଡିକାଲ କଲେଜ ମୁଲ୍ୟହିନ
ବିବିଏମ୍ସିଏଚ୍ ପାଇଁ ସ୍ୱତନ୍ତ୍ର ରକ୍ତଭଣ୍ଡାରର ବ୍ୟବସ୍ଥା କରୁ ସରକାର
ବିବିଏମ୍ସିଏଚ୍ ପ୍ରତି ଅବହେଳା ଜାରି ରହିଲେ, ହେବ ଆନ୍ଦୋଳନ…
ଓଡିଶା ମେଟାଲିକ୍ସ ମାମଲାରେ ଏନଜିଟି ର କଡ଼ା ଆଭିମୁଖ୍ୟ : ଝାରସୁଗୁଡା ଡିଏଫଓଙ୍କୁ ୨୫ ହଜାର ଜରିମାନା, ୧୩ ବେଆଇନ ଗଭୀର…
ଝାରସୁଗୁଡା, : ଓଡିଶା ମେଟାଲିକ୍ସ କମ୍ପାନୀଙ୍କ ବିରୋଧରେ ଚାଲିଥିବା ବେଆଇନ ଜଙ୍ଗଲ ଜମି ଦଖଲ ମାମଲାରେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି) ପୂର୍ବ ଜୋନ ବେଞ୍ଚ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କୋର୍ଟର ନିର୍ଦ୍ଦେଶ ସତ୍ତ୍ୱେ ବାରମ୍ବାର ଜବାବ ଦାଖଲ ନ କରିବା ଏବଂ ଶୁଣାଣିରେ ପକ୍ଷ…
ଝାରସୁଗୁଡ଼ା ଜିଲ୍ଲାର ଐତିହାସିକ ସଫଳତା : ଜାତୀୟ ଶିକ୍ଷା ସୂଚକାଙ୍କରେ ଓଡ଼ିଶାରେ ପ୍ରଥମ
ଝାରସୁଗୁଡା ଜିଲ୍ଲା ପୁଣିଥରେ ଓଡ଼ିଶାକୁ ଗର୍ବିତ କରିଛି। ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ “ପରଫର୍ମାନ୍ସ ଗ୍ରେଡିଙ୍ଗ ଇଣ୍ଡେକ୍ସ ଫର୍ ଡିଷ୍ଟ୍ରିକ୍ଟସ୍ ୨୦୨୪-୨୫” ରେ ଝାରସୁଗୁଡା ଜିଲ୍ଲା ଓଡ଼ିଶାର ସର୍ବଶ୍ରେଷ୍ଠ ଜିଲ୍ଲା ଭାବେ ଉଭା ହୋଇଛି। ଜିଲ୍ଲା ସମୁଦାୟ ୬୦୦…
ଭଞ୍ଜନଗରରେ ତ୍ରି ଦିବସୀୟ “ପୋଷଣ ଭି , ପଢ଼ାଇ ଭି” ତାଲିମ୍ ଶିବିର ର ଶୁଭାରମ୍ଭ
ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଳକ ରେ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଭଞ୍ଜନଗର ତଥା ମହିଳା ଓ ଶିଶୁ ବିକାଶ ବିଭାଗ (ଓଡ଼ିଶା ସରକାରଙ୍କ) ଆନୁକୂଲ୍ୟରେ ଅଦ୍ୟ ୨୭ ତାରିଖ ବୁଧବାର ୨୦୨୬ ଦିନ ତ୍ରି ଦିବସୀୟ "ପୋଷଣ ଭି, ପଢ଼ାଇ ଭି" ତାଲିମ ଶିବିର ର…