Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ତୁଳଣ୍ଡିରେ ପିଇବା ପାଣି, ଅର୍ଡାରେ ବିଜୁଳି ସମସ୍ୟା: ନରସିଂହ ଙ୍କ ହସ୍ତକ୍ଷେପ ଚାହିଁଲେ ଗ୍ରାମବାସୀ
ତୁରନ୍ତ ସମାଧାନ ପାଇଁ ବିଭାଗୀୟ ଯନ୍ତ୍ରୀଙ୍କ ସହ କଥା ହେଲେ ନରସିଂହ
ବଲାଙ୍ଗିର,ତା.୨୮.୦୫.୨୬- ବଲାଙ୍ଗିର ଜିଲ୍ଲାରେ ଗ୍ରୀଷ୍ମର ପ୍ରବାହ ଚରମରେ ପହଂଚିଥିବା ବେଳେ କ୍ରମାଗତ ବିଜୁଳି ବିଭ୍ରାଟ ଓ ପିଇବା ପାଣି ସମସ୍ୟା ଲୋକଙ୍କୁ ଘୋର ହଇରାଣ କରୁଛି । ପିଇବା ପାଣି ଓ ବିଜୁଳି ସମସ୍ୟା ଧିରେ ଧିରେ…
ରିଲାଏନ୍ସ ସରକାରୀ ରାଜକୋଷକୁ ୨୦୨୫-୨୬ ଆର୍ଥିକ ବର୍ଷରେ ୨.୧୬ ଲକ୍ଷ କୋଟି ଟଙ୍କା ପ୍ରଦାନ କରିଛି; ସିଏସଆର ଖର୍ଚ୍ଚ ମଧ୍ୟ…
- ପ୍ରତି ୧୦୦ ଟଙ୍କାର ଭାଲ୍ୟୁ ସୃଷ୍ଟିରେ ପ୍ରାୟ ୪୭ ଟଙ୍କା ସରକାରଙ୍କୁ ଯାଇଛି
- ୧୦ ବର୍ଷ ମଧ୍ୟରେ ଜାତୀୟ ରାଜକୋଷକୁ ଅବଦାନ ୧୫ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି
- ୨୦୨୫-୨୬ ଆର୍ଥିକ ବର୍ଷରେ ସିଏସଆର ଖର୍ଚ୍ଚ ବୃଦ୍ଧି ପାଇ ୨,୨୪୮ କୋଟି ଟଙ୍କା ହୋଇଛି
ମୁମ୍ବାଇ, ୨୮…
ପ୍ରଚଣ୍ଡ ରୌଦ୍ରତାପରେ ଦହି ପଣା ବାଣ୍ଟିଲେ ଆସନ୍ତାକାଲିର ଭବିଷ୍ୟତ
ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କଲେ କୁନି କୁନି ପିଲା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପ୍ରବଳ ରୌଦ୍ରତାପ ଯୋଗୁଁ ପାଣି ପାଇଁ ସମସ୍ତ ପଥଚାରୀ ଡହଳ ବିକଳ ହେଉଥିବା ବେଳେ ସମସ୍ତଙ୍କ ଦୁଃଖ କିଛିମାତ୍ରାରେ ଲାଘବ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ଅଖିଳ ଭାରତୀୟ ଯୁବାଜନ ସେବା…
ଋତୁସ୍ରାବ ସ୍ୱଚ୍ଛତା ଦିବସ: ବେଦାନ୍ତ ଆଲୁମିନିୟମ ଝାରସୁଗୁଡାରେ ସ୍ୱାସ୍ଥ୍ୟ ଏବଂ ଅନ୍ତର୍ଭୁକ୍ତିମୂଳକ କର୍ମକ୍ଷେତ୍ର…
ଏକ ସହାୟକ କାର୍ଯ୍ୟ ପରିବେଶ ଗଠନ ପାଇଁ ସାନିଟାରୀ ନାପକିନ୍ ଭେଣ୍ଡିଂ ମେସିନ୍ ଏବଂ ସଚେତନତା ଅଧିବେଶନ ନିୟୋଜିତ କରିଛି।
ଝାରସୁଗୁଡା, ଓଡିଶା, ୨୮ ମଇ ୨୦୨୬: ଋତୁସ୍ରାବ ସ୍ୱଚ୍ଛତା ଦିବସରେ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ମାସିକ ଋତୁସ୍ରାବ ସ୍ୱାସ୍ଥ୍ୟ ଏବଂ…
ପଞ୍ଚାୟତିରାଜ ମନ୍ତ୍ରୀ ଙ୍କ ସମୀକ୍ଷା ବୈଠକ
ରାଉରକେଲା,(ବସନ୍ତ କୁମାର ଜେନା) : ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ଆଜି ଏକଦିବସୀୟ ଗସ୍ତ ରେ ସୁନ୍ଦରଗଡ ଆସି ଜିଲ୍ଲା ରେ ଚାଲିଥିବା ବିଭିନ୍ନ ବିଭାଗୀୟ କାର୍ଯ୍ୟର ସମୀକ୍ଷା କରିଛନ୍ତି । ରାଉରକେଲା ପାନପୋଷ ସ୍ଥିତ ପ୍ରଦକ୍ଷଣ…
ମୁଖ୍ୟମନ୍ତ୍ରୀ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ପାଇଁ ନବରଙ୍ଗପୁର ଜିଲ୍ଲା ବାଳିକା ଦଳ ଘୋଷିତ
ନବରଙ୍ଗପୁର: 28/05/2026,ଅଶୋକ ସାହୁ:ଓଡ଼ିଶା ଫୁଟବଲ୍ ସଂଘ ଆନୁକୁଲ୍ୟରେ ବ୍ରହ୍ମପୁର ଠାରେ ଅନୁଷ୍ଠିତ ହୋଉ ଥିବା ଜନାଲ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ଏକ ବାଇଶି ଜଣିଆ ନବରଙ୍ଗପୁର ଜିଲ୍ଲା ଦଳ ଘୋଷଣା ହୋଇଛି। ସେମାନେ ହେଲେ ମନିଜୁଲା ଗଣ୍ଡ, ଖୁସି ପୋଦ୍ଦାର, ଚାନ୍ଦିନୀ ଗଣ୍ଡ,…
ବରପାଲିରେ ବିଜେପି ନଗର ମଣ୍ଡଳର ବୃହତ୍ ମିଶ୍ରଣ ପର୍ବ
ବିଜେଡି ଓ କଂଗ୍ରେସରୁ ଅନେକ କର୍ମୀ ବିଜେପିରେ ସାମିଲ
ବରପାଲି, ୨୭/୦୫ : ବରଗଡ଼ ଜିଲ୍ଲା ବରପାଲି ନଗର ମଣ୍ଡଳ ପକ୍ଷରୁ ଭାରତୀୟ ଜନତା ପାର୍ଟିର ଏକ ବୃହତ୍ ମିଶ୍ରଣ ପର୍ବ ଆଜି ବୁଧବାର ସ୍ଥାନୀୟ ଆଶୀର୍ବାଦ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମକୁ ନେଇ ସମଗ୍ର ବରପାଲି ଅଞ୍ଚଳରେ…
ନବରଙ୍ଗପୁର ଠାରେ ଅମୃତ କାଳ ସାଂସ୍କୃତିକ ସମାରୋହ ଉଦଘାଟିତ
ନବରଙ୍ଗପୁର ତା 28/05/206:ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟର ଆନୁକୂଲ୍ୟରେ ପୂର୍ବାଞ୍ଚଳ ସଂସ୍କୃତିକ କେନ୍ଦ୍ର, କଲିକତା ପକ୍ଷରୁ ଅମ୍ରିତ କାଳ ସାଂସ୍କୃତିକ ସମାରୋହ ଅବସରରେ ଦୁଇଦିନ ବ୍ୟାପୀ କାର୍ଯ୍ୟକ୍ରମ ତା ୨୭ ଏବଂ ୨୮ ମେ, ୨୦୨୬ ସାଇ କଲ୍ୟାଣ ମଣ୍ଡପ ଠାରେ ଆରମ୍ଭ ହୋଇଛି lଉଦଘାଟନ…
ଓଏଏସ୍ରେ ସଫଳ ରାହୁଲଙ୍କୁ ବିଧାୟକଙ୍କ ଶୁଭେଚ୍ଛା
ଝାରସୁଗୁଡା, ୨୮/୫ : ଚଳିତ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ପରୀକ୍ଷାରେ ୧୪୮ତମ ସ୍ଥାନ ଅଧିକାର କରି ସଫଳତା ହାସଲ କରିଥିବା ରାହୁଲ ରାଜହଂସଙ୍କୁ ବୁଧବାର ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଭେଟି ଶୁଭେଚ୍ଛା ଜଣାଇଛନ୍ତି । ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକ୍ ଅନ୍ତର୍ଗତ ସାହାସପୁର…
ଚୋରା କାଠ ବୋଝେଇ ମାର୍ଶଲ ଦୁର୍ଘଟଣାଗ୍ରସ୍ତ : ଗାଡ଼ି ସହ ବିପୁଳ କାଠ ଜବତ
ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନା ଅନ୍ତର୍ଗତ ଜାତୀୟ ରାଜପଥ–୪୯ ର ମାଳିଡିହି ଗ୍ରାମ ନିକଟ ନୂଆଁଡିହି ଅଞ୍ଚଳରେ ଗୁରୁବାର ଭୋର ସମୟରେ ଚୋରା କାଠ ବୋଝେଇ ଏକ ମାର୍ଶଲ ଗାଡ଼ି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା କଦମ୍ବ ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା…