Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରାମେଶ୍ୱର ବାବା ଶୀତଳଷଷ୍ଠୀ କମିଟି ତରଫରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ।
ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ଆସନ୍ତା ଜୁନ ୧୮ ଓ ଜୁନ୍ ୧ ୯ ତାରିଖ ପଦ୍ମପୁର ସହରରେ ପଞ୍ଚମ ବର୍ଷ ପାଇଁ ଶୀତଳଷଷ୍ଠୀ ପାଳନ କରାଯିବା ପାଇଁ ଆଜି ରାମେଶ୍ବର ବାବା ଶୀତଳଷଷ୍ଠୀ ପୂଜା କମିଟି ତରଫରୁ ଘୋଷଣା ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଚଳିତ ୨୦୨୬ ବର୍ଷ ଶୀତଳଷଷ୍ଠୀ…
କଳାହାଣ୍ଡିରେ ବିଜେପିର “ନାରୀ ଶକ୍ତି ବନ୍ଦନ” ସାମ୍ବାଦିକ ସମ୍ମିଳନୀ
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) କଳାହାଣ୍ଡି ଜିଲ୍ଲା ବିଜେପି ପକ୍ଷରୁ “ନାରୀ ଶକ୍ତି ବନ୍ଦନ” ଉପଲକ୍ଷେ ଗୋଟିଏ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏହି ସମ୍ମିଳନୀରେ ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ଼ ସଭାପତିତ୍ୱ କରିଥିଲେ।ଏହି ଅବସରରେ ମାନ୍ୟବର ବିଜେପି ରାଜ୍ୟ…
ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ପାଳିତ।
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ଜିଲ୍ଲା ସଦରମହକୁମାର ପୂର୍ବତନ ବୋର୍ଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳ ସମ୍ମିଳନୀ ଆନୁକୂଲ୍ୟରେ ସଭାପତି ଦୁଷ୍ମନ୍ତ କୁମାର ଜେନାଙ୍କ ସଭାପତିତ୍ବରେ ଓଡ଼ିଶା ର ବରପୁତ୍ର ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି…
ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନବଉତ୍କଳର ନିର୍ମାତା ପାରଳା ମହାରାଜା ଶ୍ରୀ ଶ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ନବଉତ୍କଳର ନିର୍ମାତା ପାରଳା ମହାରାଜା ଶ୍ରୀ ଶ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କର ୧୩୫ ତମ ଜୟନ୍ତୀ ପାଳିତ ହୋଇଯାଇଛି। ପ୍ରଧାନ ଗୁରୁଜୀଙ୍କ ନେତୃତ୍ୱରେ ସମସ୍ତ ଗୁରୁଜୀ ଗୁରୁମା…
ରାଜଗାଙ୍ଗପୁରେ ଜଳିଗଲା କାରଖାନା ଅଗ୍ନି କାଣ୍ଡ ରେ ଭସ୍ମିଭୀତ ପୋଲିସ ଖୋଜୁଛି ଅଗ୍ନିକାଣ୍ଡ ର କାରଣ
ରାଜଗାଙ୍ଗପୁର 26/4/26 ରାଜଗାଙ୍ଗପୁର ନିକଟସ୍ଥ ଯାମ ପଲ୍ଲୀ ପଦା ଠାରେ ସ୍ଥାପିତ ବନ୍ଦ କାରଖାନା ଆଟିଚୁଟ ଏକ୍ସଯାମି ପ୍ରାଇଭେଟ ଲିମିଟେଡ଼ ରେ ଭୋର ସମୟ ରେ ଭୀଷଣ ଅଗ୍ନି କାଣ୍ଡ ହେବା ସହ ପ୍ରାୟ 5କିଲୋ ମିଟର ଘେରରେ ଆକାଶ କଳାଧୂଆଁ ରେ ଅଚ୍ଛାଦିତ ହୋଇ ପରିବେଶ କୁ ପ୍ରଦୃଶନ ଟେ ରାସ୍ତା ଯାଉଥିବା…
ବାସୁଦେବପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ପନ୍ଦର ବର୍ଷର ପିଲାର ମୃତ୍ୟୁ ନେଇ ରାସ୍ତା ଅବରୋଧ,
ଭୁଲ୍ ଚିକିତ୍ସା ନେଇ ଅଭିଯୋଗ ଆଣିଲେ ପରିବାର ଲୋକେ
ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ପନ୍ଦର ବର୍ଷ ର ପିଲା ର ମୃତ୍ୟ କୁ ନେଇ ଅଭିଯୋଗ, ସୂଚନା ଅନୁଯାୟୀ ପଦ୍ମପୁର ମେଳକ ସାହି ର ଦେବକାନ୍ତ କୁମାର ବାରିକ ଙ୍କ ପୁଅ ମୁକେଶ ବାରିକ୍ ମେଡିକାଲ୍ କୁ…
ଉପ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ
https://youtu.be/pPRLzn6tmVQ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରହୀ : ଗଜପତି ଜିଲ୍ଲାରେ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଦୁଇ ଦିନିଆ ଜିଲ୍ଲା ଗସ୍ତରେ ଆସି ଆଜି ( ରବିବାର) ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।…
ଜିଲ୍ଲାସ୍ତରୀୟ ମହାରାଜ ଶ୍ରୀ ଶ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୫ତମ ଜୟନ୍ତୀ ଉତ୍ସବ ମହାସମାରୋହରେ…
https://youtu.be/oJCcf3mi4qw
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନର ମୁଖ୍ୟ ପୁରୋଧା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର , ଭାଷାଭିତ୍ତିକ ରାଷ୍ଟ୍ର ନିର୍ମାଣର ବଳିଷ୍ଠ ବିନ୍ଧାଣୀ ଉତ୍କଳ ବାସୀଙ୍କ ପାଇଁ ଗୌରବର ସ୍ୱାକ୍ଷର ବହନ…
ନୀଳଗିରିରେ ଉତ୍କଳ ସାମ୍ବାଦିକସଂଘର ଜିଲ୍ଲାକାର୍ଯ୍ୟକାରିଣୀ ବୈଠକ।
ନୀଳଗିରି - ୨୬/୪: ଆଜି ପୂର୍ବାହ୍ନ ୧୧ଘଟିକା ସମୟରେ ନୀଳଗିରି ଡାକବଙ୍ଗଳା ପରିସରରେ ଉତ୍କଳ ସାମ୍ବାଦିକସଂଘ ବାଲେଶ୍ୱର ଜିଲ୍ଲାଶାଖାର ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ସଭାପତି ଲୋକନାଥ ଦଳେଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ନୀଳଗିରି ବ୍ଲକ୍ ସଭାପତି ବ୍ରଜକିଶୋର…
୨୦ କିଲୋରୁ ଅଧିକ ଗଞ୍ଜେଇ ଜବତ, ୩ ଗିରଫ
ଝାରସୁଗୁଡ଼ା, ୨୬ ଏପ୍ରିଲ: ଝାରସୁଗୁଡ଼ା ପୋଲିସ ଏକ ଆନ୍ତଃଜିଲ୍ଲା ଗଞ୍ଜେଇ ଚୋରା ଚାଲାଣ ଚକ୍ରକୁ ଧ୍ୱଂସ କରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ସଦର ଥାନା ପୋଲିସର ଏକ ବିଶେଷ ଟିମ୍ ଚଢ଼ାଉ କରି ଏହି ସଫଳତା ଲାଭ କରିଥିଲା।
ଚଢ଼ାଉ ସମୟରେ ଅଭିଯୁକ୍ତମାନଙ୍କ…