Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଜିଲ୍ଲାପାଳଙ୍କ ଦୂରଦୃଷ୍ଟି: କାଗଜପତ୍ର ଜଟିଳତା ଦୂର କରି ଶିକ୍ଷାନୁଷ୍ଠାନକୁ ସୁରକ୍ଷିତ କରିବ ମାଲକାନଗିରି ପ୍ରଶାସନ
୧୦୫୦ ସରକାରୀ ବିଦ୍ୟାଳୟ ପାଇବେ ନିଜସ୍ୱ ଜମି ପଟ୍ଟା
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଶିକ୍ଷାର ବିକାଶ ପାଇଁ ଏକ ଯୁଗାନ୍ତକାରୀ ଅଭିଯାନ ଆରମ୍ଭ ହୋଇଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ସୂଚିନ୍ତିତ ନିର୍ଦ୍ଦେଶ କ୍ରମେ ଆଜି…
ଝାରସୁଗୁଡାର ୭୨ ଜଣ ଯୁବ ଏବଂ ମହିଳା ଉଦ୍ୟୋଗୀ ଏପସିଲନ୍ ଫାଉଣ୍ଡେସନର ଜୀବିକା ବିକାଶ କାର୍ଯ୍ୟକ୍ରମରେ ସ୍ନାତକ ହାସଲ…
ଏପ୍ରିଲନ ଫାଉଣ୍ଡେସନ, ମ୍ୟାଜିକ ବସ ଇଣ୍ଡିଆ ଫାଉଣ୍ଡେସନ ସହ ଅଂଶୀଦାରିତ୍ବରେ, ଝାରସୁଗୁଡ଼ାର ଡାଇରେକ୍ଟ ଇମ୍ୟାକ୍ଟ ଜୋନ (DIZ) ଗ୍ରାମଗୁଡ଼ିକ ପାଇଁ ଦକ୍ଷତା ବିକାଶ ଓ ଉଦ୍ୟୋଗ ବିକାଶ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ହୋଇଥିବା ଉଦଯାପନ କଲା
ଝାରସୁଗୁଡ଼ା/April 28, 2026: ଏପ୍ସିଲନ ଫାଉଣ୍ଡେସନ,…
ପୋଷଣ ପକ୍ଷ ପାଳନ : ପ୍ରଦର୍ଶିତ ହେଲା ବିଭିନ୍ନ ପ୍ରକାରର ଖାଦ୍ୟ ସହିତ ଓ ତଟକା ପନିପରିବା
ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ : ଭଞ୍ଜନଗର ବ୍ଳକ୍ ର ସମନ୍ୱିତ ଶିଶୁ ବିକାଶ ଯୋଜନା ଆନୁକୂଲ୍ୟରେ ପଞ୍ଚାୟତ ସମିତି ସଭାଗୃହ ଠାରେ ପୋଷଣ ପକ୍ଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବିଡ଼ିଓ ଭାରତୀ ଦେବୀ, ସିଡ଼ିପିଓ ମିଲିମା କୁମାରୀ ପଣ୍ଡା, ବରିଷ୍ଠ…
ଗର୍ଭବତୀ ମହିଳାଙ୍କ ଅକସ୍ମାତ୍ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ
ଅପରେସନ୍ କଲେ ଶିଶୁ ବଞ୍ଚିପାରୁଥାନ୍ତା କି? ପ୍ରଶ୍ନ ଉଠାଇଲେ ଅଞ୍ଚଳବାସୀ
ଘୁ ଉଦୟଗିରି, ୨୭/୦୪:(ଅବନୀ କୁମାର ପ୍ରଧାନ):ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଗର୍ଭବତୀ ମହିଳାଙ୍କ ଅକସ୍ମାତ୍ ମୃତ୍ୟୁ ଘଟିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତ ମହିଳା ହେଲେ ଘୁ ଉଦୟଗିରି…
ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ: କେନ୍ଦୁଝର ମାଟିରୁ ମଧୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଓ ସ୍ମରଣ କଲେ…
ମଧୁବାବୁଙ୍କ ଆଦର୍ଶରେ ଗଢ଼ାହେବ ୨୦୩୬ର ସମୃଦ୍ଧ ଓଡ଼ିଶା - ମୁଖ୍ୟମନ୍ତ୍ରୀ
କେନ୍ଦୁଝର: ଏପ୍ରିଲ ୨୮: ଓଡ଼ିଆ ଜାତିର ଅସ୍ମିତା, ସ୍ୱାଭିମାନ ଓ ସଂକଳ୍ପର ମୂର୍ତ୍ତିମନ୍ତ ପ୍ରତୀକ ‘ଉତ୍କଳ ଗୌରବ’ ମଧୁସୂଦନ ଦାସଙ୍କ ୧୭୮ ତମ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି…
ନୂଆଦିଲ୍ଲୀରେ ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଏବଂ ଆସାମର ହସ୍ତତନ୍ତ ଓ ହସ୍ତଶିଳ୍ପ ପ୍ରଦର୍ଶନୀ ଉଦଘାଟିତ
ଶିଳ୍ପୀ ଓ ବୁଣାକାରମାନେ ସମୃଦ୍ଧ ଭାରତୀୟ ସଂସ୍କୃତିର ପ୍ରତୀକ - ଧର୍ମେନ୍ଦ୍ର ପ୍ରଧାନ
• ପୂର୍ବ ଭାରତର ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ମିଶନ ଯୁଗାନ୍ତକାରୀ ପଦକ୍ଷେପ
• ଆତ୍ମନିର୍ଭର ଭାରତ ଗଠନରେ ବୁଣାକାରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ
• ଓଡ଼ିଶାର ସମ୍ବଲପୁରୀ…
ଭାରତୀୟ ସେନା ଓ କିଟ୍ ବିଶ୍ଵବିଦ୍ୟାଳୟ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ
ଭୁବନେଶ୍ୱର, ୨୭ ।୪: ଶିକ୍ଷାଗତ ସଶକ୍ତିକରଣ ଏବଂ ଅନ୍ତର୍ଭୁକ୍ତିମୂଳକ ରାଷ୍ଟ୍ର ନିର୍ମାଣ ଦିଗରେ ଏକ ପଦକ୍ଷେପ ସ୍ୱରୂପ କିଟ୍ ବିଶ୍ୱବିଦ୍ୟାଳୟ ଓ ଭାରତୀୟ ସେନା ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି। କିଟ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁଳପତି ପ୍ରଫେସର ଶରଣଜିତ ସିଂହ ଏହି…
ଗୋ ସମ୍ମାନ ଓ ସୁରକ୍ଷା ପାଇଁ କେନ୍ଦ୍ରୀୟ ଆଇନ ପ୍ରଣୟନ ଦାବି
ଓଡ଼ଗାଁ, ୨୭।୪(ଶ୍ରୀକାନ୍ତ କୁମାର ମିଶ୍ର): ହିନ୍ଦୁ ସଂସ୍କୃତିର ଆରାଧ୍ୟା ଗୋମାତାଙ୍କୁ ରାଷ୍ଟ୍ରୀୟ ସମ୍ମାନ ଓ ସୁରକ୍ଷା ପ୍ରଦାନ ସହ ଗୋହତ୍ୟା ବନ୍ଦ ଦାବିରେ ସୋମବାର ସର୍ବଭାରତୀୟ ସ୍ତରରେ ସାଧୁସନ୍ଥମାନଙ୍କ ଆହ୍ୱାନକ୍ରମେ “ଗୋ ସମ୍ମାନ ଅଭିଯାନ” ଆୟୋଜିତ ହୋଇଥିଲା। ଏହାର ଅଂଶ ଭାବେ ନୟାଗଡ଼…
ମଧ୍ୟ ପ୍ରାଚ୍ୟ ଯୁଦ୍ଧର ପ୍ରଭାବ:ଓଡଗାଁ ଅଂଚଳରେ ପେଟ୍ରୋଲ ଓ ଡିଜେଲ ଅଭାବ
ଓଡ଼ଗାଁ, ୨୭।୪(ଶ୍ରୀକାନ୍ତ କୁମାର ମିଶ୍ର): ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକ ଅଞ୍ଚଳରେ ମଧ୍ୟ ପ୍ରଭାବ ପଡ଼ିବା ଆରମ୍ଭ ହୋଇଛି । ବିଭିନ୍ନ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଓ ଡିଜେଲର ଅଭାବ ଘୋର ଅଭାବ ଦେଖାଦେଇଥିବାରୁ ସାଧାରଣ ଲୋକ ଅସୁବିଧାରେ ପଡ଼ିଛନ୍ତି।କେତେକ…
ମାନବ-ବନ୍ୟପ୍ରାଣୀ ସଂଘର୍ଷ ପୀଡ଼ିତକୁ ନେଇ ଆଇନ ସଚେତନତା କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦୁନିଆରେ ତିଷ୍ଠି ରହିବାକୁ ପ୍ରତି ମୁହୂର୍ତ୍ତରେ ମାନବ ଓ ବନ୍ୟଜନ୍ତୁ ନିଜ ନିଜ ଭିତରେ ସଂଘର୍ଷ କରିଥାନ୍ତି। କିନ୍ତୁ ଏହି ସଂଘର୍ଷରେ ଯେତେବେଳେ ଅକାଳରେ ଜଣେ ପ୍ରାଣ ହରାଇଥାନ୍ତି , ସେତେବେଳେ ତାଙ୍କ ପରିବାର ସାହାଯ୍ୟ ଆଶାରେ ଚାରିଆଡ଼େ ହାତ…