Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
“କିଏ ସତ କହୁଛନ୍ତି, ମୁଖ୍ୟମନ୍ତ୍ରୀ ନା ମନ୍ତ୍ରୀ”
ଡବଲ ଇଞ୍ଜିନ ସରକାରରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ କଥାରେ ତାଳମେଳ ରହୁନାହିଁ: ବିଜେଡି
ଗତ ୨ ବର୍ଷରେ ୩୬,୦୦୦ ଶିକ୍ଷକ ନିଯୁକ୍ତି ନେଇ ବିଜେପିର ଦାବି ତଥ୍ୟଭିତ୍ତିକ ନୁହେଁ
ବିଧାନସଭାରେ ଶିକ୍ଷକ ନିଯୁକ୍ତି ନେଇ ମୁଖ୍ୟମନ୍ତ୍ରୀ ଦେଇଥିବା ତଥ୍ୟ ଓ ଆଇନ ମନ୍ତ୍ରୀଙ୍କ ତଥ୍ୟ ସହ…
ବିଜେପି ବିଧାୟକଙ୍କ ପ୍ରୋତ୍ସାହନରେ ଟିଟିଲାଗଡରେ ଚାଲିଛି ଆତଙ୍କରାଜ: ବିଜେଡି
ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ପରେ ଜାମିନରେ ଆସି ଚଲାଇଛନ୍ତି କ୍ରାଇମ ସିଣ୍ଡିକେଟ୍
ଯୋଜନାବଦ୍ଧ ଭାବେ ବଟି ଆଦାୟ ଓ ହଡପ୍ ହେଉଛି ଆଦିବାସୀ ଓ ଦଳିତଙ୍କ ଜମି
ଏତଲା ଦାୟର ନକରିବାକୁ ଧମକାଉଛନ୍ତି ସ୍ଥାନୀୟ ବିଜେପି ବିଧାୟକ
ଭୁବନେଶ୍ୱର, ୧୭/୦୬/୨୦୨୬: ବିଜେଡି ନେତା…
ଡବଲ ଇଞ୍ଜିନ ସରକାରଙ୍କ ଓଡ଼ିଶା ପ୍ରତି ଡବଲ ଧୋକ୍କା: ବିଜେଡି
ଓଡ଼ିଶାକୁ କେନ୍ଦ୍ରୀୟ ଅନୁଦାନ କମିବା ପ୍ରସଙ୍ଗ
ଷୋଡ଼ଶ ଅର୍ଥ କମିଶନଙ୍କ ସୁପାରିଶ କ୍ରମେ ଚଳିତ ବର୍ଷ ରାଜ୍ୟର ପଞ୍ଚାୟତ ଗୁଡ଼ିକୁ ୫୩୦ କୋଟି ଟଙ୍କାର ଅନୁଦାନ କମିବ
ପ୍ରଧାନମନ୍ତ୍ରୀ ଆବାସ ଓ ଜଳ ଜୀବନ ମିଶନ ଯୋଜନାରେ ଗତ ୨ ବର୍ଷ ମଧ୍ୟରେ କେନ୍ଦ୍ରୀୟ ଅନୁଦାନ ଶୂନ
ଓଡ଼ିଶାକୁ…
ସାଙ୍ଘାତିକ ତ୍ରୁଟି ରହିଛି ବୋଲି ଏସସିଇଆରଟିର ସ୍ବୀକାରୋକ୍ତି ପରେ ସମସ୍ତ ପାଠ୍ୟ ପୁସ୍ତକକୁ ସରକାର ଫେରାଇ ଆଣନ୍ତୁ:…
"ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକରେ ସାଙ୍ଘାତିକ ତ୍ରୁଟି ରହିଛି ବୋଲି ଏସସିଇଆରଟି କର୍ତ୍ତୁପକ୍ଷ ସ୍ବୀକାର କରି ଥିବାରୁ, ଏହି ତ୍ରୁଟି ରହିଥିବା ସମସ୍ତ ପାଠ୍ୟ ପୁସ୍ତକକୁ ସରକାର ଫେରସ୍ତ କରିନେବା ଆବଶ୍ୟକ | ଖଣ୍ଡିଏ ବି ଭୁଲ ବହି କାହାପାଖରେ ରହିବା ଉଚ୍ଚିତ…
ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜିଲି ଯୋଜନା ଅଧୀନରେ ଓଡ଼ିଶାର ପ୍ରଥମ ସୋଲାର ଦିଦି ବ୍ୟାଚ୍ଙ୍କ ପ୍ରଶିକ୍ଷଣ ସଫଳତାର ସହ…
କଟକ: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍), କଟକସ୍ଥିତ ଟାଟା ପାୱାର ସ୍କିଲ୍ ଡେଭେଲପମେଣ୍ଟ ଇନଷ୍ଟିଚ୍ୟୁଟ୍ (ଟିପିଏସଡିଆଇ) ଠାରେ ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜିଲି ଯୋଜନାର ସୋଲାର ଦିଦି…
ଆକସ୍ମିକ ବିପର୍ଯ୍ୟୟ ପରିଚାଳନା ପାଇଁ ଟେବୁଲ ଟପ ଏକସର୍ସାଇଜ ଏବଂ ମକ ଡ୍ରିଲ ନିମନ୍ତେ ଜିଲ୍ଲା ସ୍ତରୀୟ ବୈଠକ
ନବରଙ୍ଗପୁର ୧୮.୬.୨୦୨୬ : ଆଜି ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡଃ ମହେଶ୍ଵର ସ୍ଵାଇଁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଟେବୁଲ ଟପ ଏକସରସାଇଜ ଅନୁଷ୍ଠିତ ହୋଇଯାଇଛି| ଆଜି ପୂର୍ବାହ୍ନରେ ଜିଲ୍ଲା ସ୍ତରୀୟ ଏବଂ ଅପରାହ୍ନରେ ବ୍ଲକ ଏବଂ ପୌରାଞ୍ଚଳ ସ୍ତରରେ ଟେବୁଲ ଟପ ଏକସରସାଇଜ…
ପ୍ରଥମ ଥର ପାଇଁ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ତରଫରୁ ମୃତ ଶିକ୍ଷକଙ୍କ ପତ୍ନୀଙ୍କୁ ଗ୍ରାଚ୍ୟୁଇଟି…
ବେଲଗୁଣ୍ଠା,୧୮/୦୬,-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଳକ୍ ରେ ଗୁଣାତ୍ମକ ଶିକ୍ଷାର ପ୍ରଚାର ପ୍ରସାର ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସ୍ବାର୍ଥ ରକ୍ଷା ଦିଗରେ ନିଜର ନିଆରା କାର୍ଯ୍ୟକ୍ରମ ପାଇଁ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷାଧିକାରୀ ଲୋପାମୁଦ୍ରା ରଥ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି…
ଏନ୍ ଇ ଇ ଟି (ୟୁ ଜି) ୨୦୨୬ ପୁନଃ ପରୀକ୍ଷା ପାଇଁ ପ୍ରସ୍ତୁତି ବୈଠକ
ନବରଙ୍ଗପୁର, ୧୮.୬.୨୦୨୬:ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା(ଏନ୍ ଇ ଇ ଟି)(ସ୍ନାତକୋତ୍ତର)ପରୀକ୍ଷା୨୦୨୬ ସଫଳତାର ସହ ସମ୍ପନ୍ନ କରିବା ପାଇଁ ଆଜି ସ୍ଥାନୀୟ ଅଶୋକ ମେହେଟା ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…
ଗୁଣପୁର ଠାରେ ଜାତି-ଜନଜାତି ସମ୍ବାଦ ବୈଠକ ଅନୁଷ୍ଠିତ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ରାଜ୍ୟବ୍ୟାପୀ ସରକାରୀ ଜନସମ୍ପର୍କ ଓ ନାଗରିକ ସମ୍ପୃକ୍ତି କାର୍ଯ୍ୟକ୍ରମ ଅନ୍ତର୍ଗତ ବ୍ଲକ ସ୍ତରୀୟ ପ୍ରଥମ କାର୍ଯ୍ୟକ୍ରମ ଭାବେ “ଜାତି-ଜନଜାତି ସମ୍ବାଦ ବୈଠକ” ଆଜି ତା. 18.06.2026 ରିଖ ସକାଳ…
ନିଟ୍ (ୟୁଜି) ପୁନଃ ପରୀକ୍ଷାର୍ଥୀଙ୍କ ପାଇଁ ରାୟଗଡ଼ ଜିଲ୍ଲାରେ ମାଗଣା ବସ୍ ସେବା ବ୍ୟବସ୍ଥା
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: : ଆସନ୍ତା ୨୧ ଜୁନ ୨୦୨୬ (ରବିବାର) ଦିନ ଅନୁଷ୍ଠିତ ହେବାକୁ ଥିବା ନିଟ୍ (ୟୁଜି) ପୁନଃ ପରୀକ୍ଷା ୨୦୨୬ରେ ଅଂଶଗ୍ରହଣ କରୁଥିବା ପରୀକ୍ଷାର୍ଥୀମାନଙ୍କ ସୁବିଧା ଦୃଷ୍ଟିରୁ ରାୟଗଡ଼ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣୀଙ୍କ ନିର୍ଦ୍ଧେଶକ୍ରମେ ମାଗଣା ବସ୍…