Browsing Category

ରାଜ୍ୟ

ଡିଏଭିରେ ମଧୁବାବୁ ଜୟନ୍ତୀ ତଥା ସ୍ୱାଭିମାନ ଦିବସ ପାଳିତ

ଝାରସୁଗୁଡ଼ା,୨୮/୦୪/୨୦୨୬: ଓଡ଼ିଆ ସ୍ୱାଭିମାନର ପ୍ରତୀକ, ଓଡ଼ିଆ ଜାତିର ପିତା, ସ୍ୱଦେଶୀ ଶିଳ୍ପାୟନର ପ୍ରଥମ ପଥ ପ୍ରଦର୍ଶକ, ଭାଷାଭିତ୍ତିକ ପ୍ରଦେଶ ଗଠନର ପଥପ୍ରଦର୍ଶକ, ଭାରତୀୟ ମହିଳାଙ୍କୁ ଆଇନଜୀବୀ ବୃତ୍ତି ଅଧିକାର ଦେଇଥିବା ବ୍ୟକ୍ତିତ୍ବ, ଅସାଧାରଣ ଆଇନ ଦକ୍ଷତାଧାରୀ ସ୍ଵାଭିମାନୀ, ବହୁ…

ପଦ୍ମପୁର ଓକିଲ ସଂଘ ର ମଧୁବାବୁ ଜୟନ୍ତୀ ପାଳନ

ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ଓକିଲ ସଂଘ ତରଫ ରୁ ମଧୁବାବୁ ଙ୍କ ଜୟନ୍ତୀ ଓକିଲ ଦିବସ ରୂପେ ମହାସମାରୋହ ରେ ପାଲିତ ହୋଇଯାଇଛି | ଏହି ଅବସର ରେ ସଂଘ ର ସଭାପତି ଆନନ୍ଦ ପଣ୍ଡା ଙ୍କ ସଭାପତିତ୍ୱ ରେ ଏକ ସଭା ହୋଇ ଉତ୍କଳ ଗୌରବ ମଧୁବାବୁ ଙ୍କ ଜୀବନୀ ଉପରେ ଆଲୋଚନା କରାଯାଇଥିଲା ସଂଘ ର ବରିଷ୍ଠ…

ବେଲଗୁଣ୍ଠାରେ କାଳବୈଶାଖୀର ତାଣ୍ଡବ: ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡ଼ିଲା, ବିଦ୍ୟୁତ୍ ଯୋଗାଯୋଗ ବିଛିନ୍ନ

ବେଲଗୁଣ୍ଠା:୨୮/୪-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ସହର ସମେତ ଆଖପାଖ ଅଞ୍ଚଳରେ ଆଜି ଅପରାହ୍ନରେ କାଳବୈଶାଖୀର ରୂପ ଦେଖିବାକୁ ମିଳିଛି। ପ୍ରବଳ ବେଗରେ ବହିଥିବା ପବନ ଓ ଘଡ଼ଘଡ଼ି ସହ ବର୍ଷା ଯୋଗୁଁ ବହୁ ସ୍ଥାନରେ କ୍ଷୟକ୍ଷତି ଘଟିଛି। ବିଶେଷ କରି ଅନେକ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିବା…

ଝାରସୁଗୁଡାରେ ଅସ୍ତ୍ର ସିଣ୍ଡିକେଟ୍‌ ପର୍ଦ୍ଦାଫାସ୍‌: ୩ ଗିରଫ, ପିସ୍ତଲ ଓ ଗୁଳି ଜବତ

ଝାରସୁଗୁଡା: ବ୍ରଜରାଜନଗର ପୁଲିସ ଏକ ସଂଗଠିତ ଅବୈଧ ଅସ୍ତ୍ର ସିଣ୍ଡିକେଟ୍‌କୁ ପର୍ଦ୍ଦାଫାସ୍‌ କରି ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ମୁଖ୍ୟ ଅସ୍ତ୍ର ସପ୍ଲାୟର୍‌ ମଧ୍ୟ ଥିବା ସୂଚନା ମିଳିଛି। ପୁଲିସ ଗିରଫ ଅଭିଯୁକ୍ତଙ୍କୁ ସନ୍ତୋଷ ଖେଡକର (୩୬), ବିଶାଲ ବାଗ (୩୦) ଓ…

ଛିଡ଼ା ହୋଇଥିବା ବସ୍ କୁ ପଛ ପଟୁ ପିଟିଲା ଟ୍ରକ।

 ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ଜାମୁଝ।ଡି ମୁଖ୍ୟ ରାସ୍ତା ଗୁଆ ଗାଁ ଠାରେ ଦୁର୍ଘଟଣା  ର ଘଟିଛି।ଯାତ୍ରୀ ଥିବା ଡାଇନା ବସ୍ କୁ ପଛ ପଟୁ ପିଟିଲା ଧାମରା ଆଡୁ ଆସୁଥିବା ଆଇରନ ଗାଡ଼ି,।ଡାଇନା ବସ୍ ଟି ରାସ୍ତା କଡ ରେ ଛିଡା ହୋଇ ଗାଡ଼ି ସଜାଡୁ ଥିବାର ସୂଚନା, ମେକାନିକ୍ ଓ ହେଲପର…

ଲୋକନାଥ ପାଠାଗାରରେ ମଧୁବାବୁଙ୍କ ଜୟନ୍ତୀ

ବାସୁଦେବପୁର ପୌରପାଳିକାର ସତସଙ୍ଗ ବିହାର ଠାରେ ଥିବା ଲୋକନାଥ ପାଠାଗାରରେ ମଧୁବାବୁଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ପାଠାଗାର ପରିସରରେ ସଭାପତି ଶିକ୍ଷାବିତ୍ ସଦାନନ୍ଦ ପାଣିଗ୍ରାହୀଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଅତିଥି ଭାବେ ସୁଧାଂଶୁ ଶେଖର ମିଶ୍ର, ଆଇନଜୀବୀ ସ୍ମୃତିରଞ୍ଜନ ପଳିତା, କବି…

ବିଜେପୁର ପୋଲିସ ପକ୍ଷରୁ ଦହି ସର୍ବତ ବଣ୍ଟନ: ଗ୍ରୀଷ୍ମ ତାପରେ ମାନବିକ ପଦକ୍ଷେପ

  ବିଜେପୁର :-ତୀବ୍ର ଗ୍ରୀଷ୍ମ ପ୍ରଭାବ ରେ ସାଧାରଣ ଲୋକ ଯେତେବେଳେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେତେବେଳେ ବିଜେପୁର ପୋଲିସ ପକ୍ଷରୁ ଏକ ମାନବିକ ଓ ସେବାମୂଳକ ପଦକ୍ଷେପ ନେଇ ଆଜି ଦହି ସର୍ବତ ବଣ୍ଟନ କରାଯାଇଛି। ବିଜେପୁର ଥାନା ସମ୍ମୁଖରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦୂରଦୂରନ୍ତରୁ…

ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର, ୨୮.୦୪.୨୦୨୬ : ଓଡ଼ିଆ ଅସ୍ମିତା, ସ୍ୱାଭିମାନ ଓ ସ୍ୱତନ୍ତ୍ର ଓଡ଼ିଶା ଗଠନରେ ଅସାଧାରଣ ଅବଦାନ ରଖିଥିବା ଉତ୍କଳଗୌରବ ମଧୁସୂଦନ ଦାସଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଗଭୀର ଶ୍ରଦ୍ଧାସହ ସ୍ମରଣ କରାଯାଇଥିଲା। ତାଙ୍କ ଜୀବନଦର୍ଶନ ଓ ତ୍ୟାଗମୟ ଅବଦାନ ଆଜିବି ସମାଜ ପାଇଁ ପ୍ରେରଣାର ସ୍ରୋତ…

କିମ୍‍ସରେ ବିରଳ ଅସ୍ତ୍ରୋପଚାର: ୧୦ବର୍ଷ ଧରି ଶଯ୍ୟାଶାୟୀ ଥିଲେ: ଏବେ ଚାଲବୁଲ କରୁଛନ୍ତି

ଭୁବନେଶ୍ୱର, ୨୮ ।୪: ଗୋଡ଼ ପାଇଁ ବିଛଣାରେ ପଡ଼ି ରହୁଥିଲେ। ନା ଚାଲିପାରୁଥିଲେ, ନା ଶୌଚାଳୟକୁ ଯାଇପାରୁଥିଲେ। ପରିବାର ଲୋକେ ଅନେକ ଡାକ୍ତରଖାନା ବୁଲିସାରିଥିଲେ, ହେଲେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିପାରିଲାନାହିଁ। ସମସ୍ତ ଆଶା ହରାଇ ଶେଷରେ କିମ୍‍ସରେ ପହଞ୍ଚିଥିଲେ ଯାଜପୁର ଜିଲ୍ଲାର…

“ସୁନାର କେନ୍ଦୁଝର” ପାଇଁ ରୋଡମ୍ୟାପ୍ ଦେଲେ ମୁଖ୍ୟମନ୍ତ୍ରୀ

ମଧୁବାବୁଙ୍କ ଜୟନ୍ତୀରେ କେନ୍ଦୁଝରକୁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ୪୦୦/୨୨୦ କେଭି ଗ୍ରୀଡ୍ ସବଷ୍ଟେସନ ପାଇଁ ଭିତ୍ତିପ୍ରସ୍ତର ସ୍ଥାପିତ ଉଚ୍ଚବାଲି ଠାରେ ୧୬୪୭ କୋଟିର ଗ୍ରୀଡ୍ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ୭ ଲକ୍ଷରୁ ଅଧିକ ଉପଭୋକ୍ତା ପାଇବେ ନିରବଚ୍ଛିନ୍ନ…