Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକଙ୍କ ରାୟଗଡ଼ ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗସ୍ତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମଙ୍ଗଳବାର ଦିନ ଗଜପତି ଜିଲ୍ଲାରେ ଜିଲ୍ଲା ନୋଡାଲ ସଚିବ-ତଥା-ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଡକ୍ଟର ବୃନ୍ଦା ଡି , ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଆସି ରାୟଗଡ଼ ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ନବନିର୍ମିତ ଖୋଲା ଜିମ୍…
ଜଗତସିଂହପୁର ସଡ଼କ ସୁରକ୍ଷା ସମିତି ପକ୍ଷରୁ ସଡକ ସୁରକ୍ଷା ନିମନ୍ତେ ନିରାକରଣ ବୈଠକ
ଜଗତସିଂହପୁର,ତା-୨୮.୦୪.୨୦୨୬/ସୁମନ୍ତ କୁମାର ଦାସ: ଆଜି ଅପରାହ୍ନରେ ଜଗତସିଂହପୁର ଜିଲ୍ଲା ସଡ଼କ ସୁରକ୍ଷା ସମିତି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ରେ ସଡକ ସୁରକ୍ଷା ର ପ୍ରତିକାର ବିଷୟରେ ଜିଲ୍ଲା ସଡ଼କ ସୁରକ୍ଷା ସମିତି ର ସମସ୍ତ ସଭ୍ୟ ମାନଙ୍କୁ ନେଇ ଆଲୋଚନାଚକ୍ର…
ଜଗତସିଂହପୁର ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ତଦାରଖ (ଦିଶା)କମିଟିର ସପ୍ତମ ବୈଠକ ଅନୁଷ୍ଠିତ
ଜଗତସିଂହପୁର,ତା-୨୮.୦୪.୨୦୨୬/ସୁମନ୍ତକୁମାରଦାସ: ଆଜି ଜଗତସିଂହପୁର ଜିଲ୍ଲା ସ୍ତରୀୟ ଉନ୍ନୟନ ସମନ୍ଵୟ ଓ ତଦାରଖ (ଦିଶା)କମିଟିର ସପ୍ତମ ବୈଠକ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଜଗତସିଂହପୁରର ଲୋକସଭା ସାଂସଦ ତଥା ଜିଲ୍ଲା ଦିଶା କମିଟିର ଅଧ୍ୟକ୍ଷ ଶ୍ରୀ ବିଭୁପ୍ରସାଦ…
ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଦିନିକିଆ ଜିଲ୍ଲା ଗସ୍ତ: ବିଭିନ୍ନ ବିଭାଗକୁ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି (ମଙ୍ଗଳ ବାର ) ଗଜପତି ଜିଲ୍ଲାରେ ଜିଲ୍ଲା ନୋଡାଲ ସଚିବ-ତଥା-ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଡକ୍ଟର ବୃନ୍ଦା ଡି ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଆସି ମୋହନା , ରା. ଉଦୟଗିରି ଓ ରାୟଗଡ଼ ପରିଦର୍ଶନ କରି ସରକାରଙ୍କ ଦ୍ୱାରା…
ନୃସିଂହନାଥ ପୀଠରେ ବୈଶାଖ ମେଳାର ତୃତୀୟ ଦିବସ: ମାର୍ଜାର କେଶରୀ ସାଂସ୍କୃତିକ ମଞ୍ଚ ଆରମ୍ଭ ।
ଜମିଲା କଳାକାରଙ୍କ ଆସର, ଦର୍ଶକଙ୍କୁ ବାନ୍ଧି ରଖିଲା ଲୋକ ନାଟକ
ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ନୃସିଂହନାଥ ପୀଠରେ ମହାପ୍ରଭୁ ଶ୍ରୀଶ୍ରୀ ମାର୍ଜାର କେଶରୀଙ୍କ ଜନ୍ମୋତ୍ସବ ଅବସରରେ ବୈଶାଖ ମେଳା କମିଟି ପକ୍ଷରୁ ଆୟୋଜିତ ସାଂସ୍କୃତିକ ମଞ୍ଚ ଉତ୍ସବମୁଖର…
କୋଇଲା ଖଣି ଅଞ୍ଚଳରେ ଜମି ଅଧିଗ୍ରହଣ ପ୍ରକ୍ରିୟାରେ ସାଧାରଣ ଲୋକଙ୍କ ପୁନର୍ବାସ ଓ ଥଇଥାନ ସୁନିଶ୍ଚିତ କରିବାକୁ ରାଜସ୍ୱ…
- ଖଣି ଖନନ ଏବଂ ଶିଳ୍ପ ପାଇଁ ସାଧାରଣଲୋକଙ୍କ ଜୀବନକୁ ଆମେ ବିପଦରେ ପକାଇ ପାରିବା ନାହିଁ - ରାଜସ୍ୱ ମନ୍ତ୍ରୀ
- ଖୁବ୍ ଶୀଘ୍ର ଆସିବ ନୂଆ 'ପୁନର୍ବାସ ଏବଂ ଥଇଥାନ ନୀତି'
ଭୁବନେଶ୍ୱର, ଏପ୍ରିଲ୍ ୨୮ : ଲୋକସେବା ଭବନଠାରେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର…
ଝାରସୁଗୁଡାରେ ଜିଲା ସ୍ତରୀୟ ୭ ଦିନିଆ ସୁଭଦ୍ରା ଶକ୍ତି ମେଳା ଉଦଘାଟିତ
ମେଳା ଦ୍ବାରା ମହିଳାମାନେ ହେବେ ସଶକ୍ତ
ଝାରସୁଗୁଡ଼ା, ଝାରସୁଗୁଡ଼ା ଜିଲ୍ଲାସ୍ତରୀୟ ୭ ଦିନିଆ ସୁଭଦ୍ରା ଶକ୍ତି ମେଳା ଉଦ୍ଘାଟିତ ହୋଇଯାଇଛି। ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ମେଳାର ଶୁଭ ଉଦଘାଟନ କରିଥିଲେ। ଏହି ମେଳା…
କୋଲାବିରାରେ ବିଜେପି ମହିଳା ମୋର୍ଚ୍ଚାର ଜନଆକ୍ରୋଶ ପଦଯାତ୍ରା
ଝାରସୁଗୁଡ଼ା ଜିଲ୍ଲାର କୋଲାବିରା ମଣ୍ଡଳରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ମଙ୍ଗଳବାର ଜନଆକ୍ରୋଶ ସମାବେଶ ଓ ପଦଯାତ୍ରା ଆୟୋଜିତ ହୋଇଥିଲା। ମଣ୍ଡଳ ସଭାପତି ଲତିକା ସାହୁଙ୍କ ନେତୃତ୍ୱରେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରୁ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖ ପଡିଆ ପର୍ଯ୍ୟନ୍ତ ଏହି ପଦଯାତ୍ରା ହୋଇଥିଲା।…
ମାନସିକ ରୋଗକୁ ନେଇ ଆଇନ ସଚେତନତା କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : "ଶରୀର ଆଦ୍ୟମ ଖଳୁ ଧର୍ମ ସାଧନମ"। ଶରୀର ଠିକ ଥିଲେ ସବୁ କାମ ସଫଳ ହୁଏ। କିନ୍ତୁ ଯଦି ଜଣଙ୍କର ମାନସିକ ସ୍ୱାସ୍ଥ୍ୟ ଠିକ ନଥିବ ତେବେ ସେ ଦୁନିଆରେ ତିଷ୍ଠି ରହିବା କଷ୍ଟକର ହୋଇପଡେ। ଏହିଭଳି ବ୍ୟକ୍ତିବିଶେଷ କିପରି ସମାଜରେ ସରକାରୀ ସାହାଯ୍ୟ…
ବେଲଗୁଣ୍ଠାରେ ମଧୁବାବୁ ଜୟନ୍ତୀ ଓ ସ୍ୱାଭିମାନ ଦିବସ ପାଳିତ: ଉତ୍କଳ ଗୌରବଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଅତିଥିଙ୍କ…
ବେଲଗୁଣ୍ଠା- ୨୮/୪-(ଶିବରାମ ଚୌଧୁରୀ )-ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ସହରସ୍ଥିତ ଲକ୍ଷ୍ମୀ ନାରାୟଣ ଇଣ୍ଟରପ୍ରାଇଜେସ୍ ପରିସରରେ ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ମହାନ୍ ଜନନାୟକ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ତଥା ଓଡ଼ିଆ ସ୍ୱାଭିମାନ ଦିବସ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ପାଳିତ…